ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇନିଙ୍ଗ କିଡ୍ସ ୱାର୍ଲଡ଼ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ସାଇନିଙ୍ଗ କିଡ୍ସ ୱାର୍ଲଡ଼ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଜୁନାଗଡ଼ ୧୬/୧୨ (ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସାଇନିଙ୍ଗ କିଡ୍ସ ୱାର୍ଲଡ଼ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୧୨ ତମ ବାର୍ଷିକ ଉତ୍ସବ ଟାଉନ ହଲ ଠାରେ ଆଜି ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଆର୍ତ୍ତ ତ୍ର।ଣ ବାଗ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭବାନୀ ପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ପ୍ରଫେସର ଅଜୟ କୁମାର ମିଶ୍ର ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ତହସିଲଦାର ସୁର୍ମୀ ସୁରେନ ,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଓ ପରିବେଶ ବିତ କାନ୍ତ ପ୍ରସାଦ ଚନ୍ଦ୍ରକାର ,ବିଦ୍ୟାଳୟର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ପ୍ରବୀର କୁମାର ଗୋ ଏ ଲ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଉପ।ଧକ୍ଷ ସୁଶାନ୍ତ ଦଣ୍ଡ ସେନା ଓ ଶିକ୍ଷକ ରାଜେଶ କୁମାର ଭୈର ମଲ ,ଶିକ୍ଷୟତ୍ରୀ ପ୍ରିୟଙ୍କା ମିଶ୍ର ,ସଲୀନ। ମହାନନ୍ଦ ,ଛାତ୍ର ମନୀଷ କୁମାର ଏବଂ ଭିବ।ନ ଅଗ୍ରୱାଲ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିବା ପାଇଁ ବେଷ୍ଟ ହୋମ ୱାର୍କ ,ବେଷ୍ଟ ପଞ୍ଚୁଆଲ ,ବେଷ୍ଟ ସ୍ତୁଡେଣ୍ଟ ଅଫ ଦି ୟି ଅର ଭଳି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

୩୫ ବର୍ଷରେ ରିଞ୍ଜା ମା’ ଗଜଲକ୍ଷ୍ମୀ ପୂଜା,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Sunil Chandra Nayak

ଆସନ୍ତା ତା ୦୬ -୧୨-୨୦୨୪ ରିଖ ସାପ୍ତାହିକ ହାଟଟି ଶୁକ୍ରବାର ପରିବର୍ତ୍ତେ ରବିବାର ତା ୦୮-୧୨-୨୦୨୪ ରିଖ ଅନୁଷ୍ଠିତ ହେବ.

masiha

ରାଇରଙ୍ଗପୁରରେ ଓଡିଶା ଡ଼୍ରାଇଭର ସଂଘ ତରଫରୁ ଡ଼୍ରାଇଭର ଦିବସ ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!