ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ …!!!

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ …!!!

ପାଟଣାଗଡ଼ :-25/10- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବରବାହାଲ ଗ୍ରାମରେ ବାରପାଲି ବିଶ୍ୱା ଶହେ ଗଙ୍ଗା କଳଙ୍ଗା ସମାଜ ପକ୍ଷରୁ 19 ତମ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l

   ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଳଙ୍ଗା ସମାଜର ସଭାପତି ଗୁଣନିଧି ପାଣ୍ଡେ, ସମ୍ପାଦକ ହରିବନ୍ଧୁ କପାଟ,ସହ ସଂପାଦକ ଜଗଦୀଶ ଭୁର୍ଣ୍ଣି,କୋଷାଧକ୍ଷ ଚନ୍ଦ୍ରମଣି ଖର୍ଶେଲ,ଜୟନ୍ତ କୁମାର ଗିରନା, ଜୟଚନ୍ଦ୍ର ପଧାନ,ଜଗବନ୍ଧୁ ପାଣ୍ଡେ,ସୀତାରାମ ସିରଦାର, ପ୍ରସନ୍ନ କପାଟ ପ୍ରମୁଖ ଯୋଗ ଦେଇ କଳଙ୍ଗା ଜାତିର ପରମ୍ପରା ଏବଂ ସଂକୃତି ଉପରେ ଆଲୋକପାତ କରିଥିଲେ l ପାଟଣାଗଡ଼ ଉପଖଣ୍ଡରୁ ସହସ୍ରାଧିକ ପୁରୁଷ ମହିଳା ଯୋଗଦାନ କରିଥିଲେ l

ପ୍ରଥମେ କଳଙ୍ଗା ସମାଜର ପlରମ୍ପlରିକ ଭାବେ ମା ପାଟଣେଶ୍ୱରୀ, ମା ସମଲେଶ୍ୱରୀ, ଏବଂ ମା ପାଟଖଣ୍ଡାଙ୍କୁ ରୀତିନୀତିରେ ପୂଜାବିଦ୍ଧି ସାରି ଗ୍ରାମ ପରିକ୍ରମା କରିଥିଲେ  lପରେ ପରେ ଏକ ସଂlସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  lଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ଐତିହାସିକ ଡ୍ରାମା, ଦଣ୍ଡା ନୃତ୍ୟ, ନାଚ,ଗୀତ ପ୍ରଭୁତି ପୁଅ ଝିଅ ମାନଙ୍କ ଦ୍ୱାରା ପରିବେଷଣ କରା ଯାଇଥିଲା l 

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥି ବୃନ୍ଦମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ସୂଚନାନୁଯାୟୀ, ପ୍ରଥମେ କଳଙ୍ଗା ସମାଜ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାରେ ବସତି ସ୍ଥାପନ କରି ଯୋଦ୍ଧା ଭାବରେ ପରିଚିତ ଥିଲେ l ସେହି ସମୟର କଥା ପାଟଣା ମlହାରାଜା ବସ୍ତର ଜିଲ୍ଲା ଗସ୍ତ କରିଥିଲେ l

କଳଙ୍ଗା ସମାଜର ବୀରତ୍ୱ ଦେଖି ରାଜା ମୁଗ୍ଧ ହୋଇ ପାଟଣା ରାଜ୍ୟରେ ତାଙ୍କୁ ଗାଁ ଗାଁ ରେ ବସତି ସ୍ଥାପନ କରି ଗାଁର ମୁଖିୟା, ଗହଟିଆ ପ୍ରମୁଖ କରି ରଖିଥିଲେ l ସେହି ଦିନ ଠାରୁ କଳଙ୍ଗା ସମାଜ ଆଜି ନିଜ ନିଜ ବୀରତ୍ୱରେ ଲୋକ ମାନଙ୍କ ପ୍ରିୟମାଣ ହୋଇ ପାରିଛନ୍ତି lଉକ୍ତ କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ଗିରନା ପରିଚାଳନା କରିଥିବା ବେଳେ ଜୟନ୍ତ କୁମାର ଗୀରନା ଧନ୍ୟବାଦ ଅର୍ପଣ କରିଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

ଲୋକ କଳା ଗ୍ରାମ ର ବାର୍ଷିକ ଉତ୍ସବ

masiha

ମଧୂର୍ଜୟ ଲୀଳା ଓ ପୂର୍ଣ୍ଣ ରାହାସ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort