ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ 

ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ 

ଭବାନୀପାଟଣା/ସ୍ଥାନୀୟ ଅମଲା ଭବନ ଠାରେ ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଟିତ ହୋଇଯାଇଛି. ଏହି ପ୍ରଦର୍ଶନୀ ମେଳା ରେ ମୁଖ୍ୟ ଅତିଥି ଭାବେ ଚିତ୍ର ଶିଳ୍ପୀ ଡାକ୍ତର ଦୀନବନ୍ଧୁ ସାହୁ ଉଦଘାଟନ କରିଥିଲେ. ଚିତ୍ର ଶିଳ୍ପୀ କୃଷ୍ନ ଚନ୍ଦ୍ର ପ୍ରଧାନ,ଶାନ୍ତି ନିକେତନ ର ସ୍ନାତକୋତ୍ତର ଡିଗ୍ରୀ ଛାତ୍ରୀ ସୁଶ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ,ଡୋଳାମଣି ସାହୁ,ଜଗତ ଗହୀର,ଯୋଗେଶ୍ଵର ଦାସ,ମଧୂସୁଦନ ପ୍ରଧାନ,ସ୍ଵପ୍ନା ପ୍ରଧାନ,ସଂଗ୍ରାମ ସରାଫ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ. ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା. ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ମେଳା କୁ ଆସିଥିଲେ. ଦୁଇଦିନ ଧରି ଏହି ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି.।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

masiha

ସମ୍ବିଧାନ ଦିବସ ଉପଲକ୍ଷେ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ

masiha

ଖୁଣ୍ଟଗାଁ ଅଞ୍ଚଳରେ କେଟିଏଚ୍‌ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

masiha

Leave a Comment

error: Content is protected !!