ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସେକ୍ସନ ଅଫିସର ଲାଞ୍ଚ ନେଇ ଧରାପଡିଲେ 

ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସେକ୍ସନ ଅଫିସର ଲାଞ୍ଚ ନେଇ ଧରାପଡିଲେ 

ନବରଙ୍ଗପୁର:(୧୭|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସେକ୍ସନ ଅଫିସର ରଞ୍ଜିତ କୁମାର ଷଡଙ୍ଗୀ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡି- ଛନ୍ତି l ଜଣୋ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କ ଠାରୁ ତାଙ୍କର ପେନସନ୍ କାଗଜପତ୍ର କରି ଦେବା ପାଇଁ ସେ ଲାଞ୍ଚ ନେଉଥିଲେ l ଭିଜିଲାନ୍ସ ପକ୍ଷରୁ କୋରାପୁଟ ଭିଜିଲାନ୍ସ ଥାନାରେ ସେକସନ ଅଫିସର ରଞ୍ଜିତ କୁମାର ଷଡଙ୍ଗୀ ଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ସମ୍ପୃକ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କ ପେନସନ କାଗଜପତ୍ର ୨୦୧୧ ମସିହାରୁ ପଡ଼ି ରହି ଥିବା ବେଳେ ଏହାକୁ କରାଇ ଦେବା ପାଇଁ ଶ୍ରୀ ଷଡଙ୍ଗୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲl ଭିଜିଲାନ୍ସ ତାଙ୍କର ଦୁଇଟି ଠିକଣାରେ ଚଢଉ ମଧ୍ୟ କରିଛି l ( ମ ନି ସ ) 

Related posts

ବାହାରର ଟିପ୍ପର ଆରଏସପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

ସୁସ୍ଥ ପଞ୍ଚାୟତ ଗଠନ ନେଇ ତାଲିମ

masiha

ରାଇରଙ୍ଗପୁର ଅସନଵଣି ଶିଳ୍ପାଞ୍ଚଳରେ ଡାଇନା ଫୋମ ଇଣ୍ଡଷ୍ଟ୍ରି ରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ 

masiha

Leave a Comment

error: Content is protected !!