ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

ନବରଙ୍ଗପୁର—(ମସିହା)ଦିର୍ଘ ଦିନ ଗ୍ରୀଷ୍ମକାଳୀନ ଛୁଟି ପରେ ଆଜି ଖୋଲିଛି ବିଦ୍ୟାଳୟ l ସରକାରୀ ନିର୍ଦ୍ଦେଶ ଅନୁସାରେ ଆଜି ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଆଜି ଓଡିଶା ତଥା ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲିଛି ସତ,କିନ୍ତୁ ପିଲା ସଂଖ୍ୟାଶୁନ ରହିଛି l ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧିନରେ ଥିବା ଚେରଚେଟା ଗ୍ରାମ ପଞ୍ଚାୟତ ସଦର ମହକୁମା ବିଦ୍ୟାଳୟରେ l ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ, ଯାହାକି ଉକ୍ତ ବିଦ୍ୟାଳୟରେ ୨୦୧ ପୁଅ ଓ ୨୪୭ ଝିଅ ମୋଟ ୪୪୮ ଜଣ ବିଦ୍ୟାର୍ଥୀ ବିଦ୍ୟା ଅଧ୍ୟୟନ କରୁ ଥିଲେ l ଗ୍ରୀଷ୍ମ କାଳୀନ ଛୁଟି ପରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ଶୁନ ରହିଛି।ରଥ ଯାତ୍ରା ପର ଦିନ ହୋଇ ଥିବା କାରଣରୁ ବିଦ୍ୟାର୍ଥୀଙ୍କ ଥିବା କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵରେ ଥିବା ଶିକ୍ଷୟତ୍ରୀ ସାଗରିକା ମହାନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ , ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

masiha

ସୂଚନା ଅଧିକାର ଆଇନର ବ୍ଯବହାର ବ୍ୟାପକ ହେଉ — ଗୌତମ ରାୟ

Sunil Chandra Nayak

ମୋ ବ୍ଲକ – ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!