ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଭେଟେରାନ ଫୁଟବଲ ଆସୋସିଏଶନ ର ବନ୍ଧୁମିଳନ

କଳାହାଣ୍ଡି ଭେଟେରାନ ଫୁଟବଲ ଆସୋସିଏଶନ ର ବନ୍ଧୁମିଳନ

ଭବାନିପାଟଣା/ଭବାନିପାଟଣା ସହର ଉପକଣ୍ଠସ୍ଥ ଚକ୍ରଧର ନଗର ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ପରିସରରେ କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ଆସୋସିଏଶନ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି.ସୁ ସାହିତ୍ୟକ ଜୟନ୍ତ କୁମାର ବେହେରାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମ ରେ ବୈଦ୍ୟନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ. ଭେଟେରାନ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. କଳାହାଣ୍ଡି ଭେଟେରାନ ଫୁଟବଲ ଖେଳାଳିଙ୍କ ଆବାହକ ତଥା ସାଙ୍ଗଠନିକ ମୁଖ୍ଯ କିଶୋର ସାହୁ,ଦୁର୍ଗା ଚରଣ ମିଶ୍ର,ତ୍ରିବେଣୀ ଭୂଷଣ ମିଶ୍ର,ସାହାନଜ ମହମ୍ମଦ,କିଶୋରୀ କାନ୍ତ ସାହାଣୀ,ସୁଦର୍ଶନ ପ୍ରଧାନ,ଧବଳେଶ୍ଵର ପଣ୍ଡା ଓ ଓକିଲ ଖାଁ ପ୍ରମୂଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳନ 

masiha

ଜମି ଜାଲିଆତି କରି ମାଫିଆ ମାଲାମାଲ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସ୍ତରୀୟ କର୍ତ୍ତବ୍ୟବୋଧ ଦିବସ -୨୦୨୩ ପାଳିତ 

Sunil Chandra Nayak

Leave a Comment

error: Content is protected !!