ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୦୭ ଧକ୍କା ରେ ବୃଦ୍ଧା ମୃତ 

୪୦୭ ଧକ୍କା ରେ ବୃଦ୍ଧା ମୃତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ବୋଡେ଼ନ ଠାରେ ୪୦୭ ଧକ୍କା ରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ବୋଡେ଼ନ ଗାଁ ର ଗୌରୀ ସା ଙ୍କ ସ୍ତ୍ରୀ ଯଶୋବନ୍ତି ସା (୭୦)। ସୂଚନା ରୁ ପ୍ରକାଶ ଯେ ବୃଦ୍ଧା ଜଣକ ରାସ୍ତାରେ ଥିବା ସମୟରେ ଓଆର ୦୮ ଏ ୯୫୨୯ ନମ୍ବର ବିଶିଷ୍ଟ କୁଣା ବୋଝେଇ ଏକ ୪୦୭ ଧକ୍କା ଦେଇଥିଲା। ଦୁର୍ଘଟଣା ହେବା ଫଳରେ ବୃଦ୍ଧା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଧର୍ମଗଡ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହ ଧର୍ମଗଡ ଥାନା କେଶ ନମ୍ବର ୯/୨୫ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ

ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ବିଶ୍ଵରଞ୍ଜନ ଅଘରିଆଙ୍କୁ ଅଘରିଆ ସମାଜରୁ ସମ୍ବର୍ଦ୍ଧନା 

Sunil Chandra Nayak

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

Sunil Chandra Nayak

Leave a Comment

error: Content is protected !!