ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଚାଳକ ମୃତ

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଚାଳକ ମୃତ

ବସ୍ତା,29/02 : ବସ୍ତା ଥାନା ରାଜଘାଟ ବାଳିଆପିଟା ପୋଲ ନିକଟରେ ଭରସମ୍ୟହରାଇ ଓଲଟିଲା ଟ୍ରାକ୍ଟର ଚାଳକ ମୃତ। ସୂଚନାରୁ ପ୍ରକାଶ ଆଜି ସକାଳ ସମୟରେ ଥେଙ୍ଗଡ଼ିହା ଗ୍ରାମରୁ ମୟୁରଭଂଜ ଗାଁ ଅମର୍ଦ୍ଦା କୁ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ରେ ଥିବା ଚାଳକ ସନ୍ତୋଷପୁର ଗ୍ରାମର ନାଥ ମାରାଣ୍ଡି(୫୫) ଟ୍ରାକ୍ଟର ତଳେ ଚାପି ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଖବର ପାଇ ପୋଲିସ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅଳପୁଆରେ ପୁଣି କୁମ୍ଭୀର ଆକ୍ରମଣ  ନଦୀକୁଳକୁ ବାସନ ମାଜିବାକୁ ଯାଇ ମହିଳା ନିଖୋଜ ଧୋୟାଞ୍ଚଳରେ ଆତଙ୍କ, ତଲାସୀ ଜାରି

masiha

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ସଙ୍ଘର କର୍ମକର୍ତ୍ତା

masiha

ସାମ୍ବାଦିକ ମାତୃ ବିୟୋଗ 

masiha

Leave a Comment

error: Content is protected !!