ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ସୈନିକ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ

ଅବସର ପ୍ରାପ୍ତ ସୈନିକ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ

  ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ସୈନିକ ସଂଘ ଅଧୀନରେ ଆସୁଥିବା ତାଳଵରକୋଟ ଜୋନ୍ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ 2025 January 7 ତାରିଖ ଦିନ ତାଳବରକୋଟ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ ସଭାପତିତ୍ବ କରି Dhenkanal ଜିଲ୍ଲାର ର ପୂର୍ବତନ ସୈନିକଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଉକ୍ତ ସଭାରେ ତାଳବାରକୋଟ ଜୋନର ପ୍ରାୟ ୩୫ ଜଣ ସଦସ୍ୟ ଉପସ୍ଥିତ ରହି ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆମ ଗ୍ରୁପର ବାର୍ଷିକ ବନ୍ଧୁ ମିଳନ ଉତ୍ସବ କିିପରି ସୁଚାରୁରୁପେ ସଞ୍ଚାଳନ ହେବ ଆଲୋଚନା କରାଗଲା। ଗ୍ରୁପ୍ ର ସଭ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ କିପରି ପଦକ୍ଷେପ ନିଆଯିବ ଓ ଅନ୍ୟାନ୍ୟ ଵି଼ଷୟରେ ମଧ୍ୟ ଆଲୋଚନା କରାଗଲା। ତାଳବରକୋଟ ଜୋନ୍ ର Secretary ଭାବରେ ବିଶ୍ୱ ପ୍ରିୟ ପଟନାୟକ ଓ Joint secretary ଭାବେ ଦିଲିପ ରାଉତଙ୍କୁ ଚୟନ କରାଯାଇଛି। ଏହି ସଭା କାର୍ଯ୍ୟ ଖୁବ୍ ସଫଳ ହୋଇଥିବାରୁ ଏହି ଜୋନ୍ ର ସଦସ୍ୟ ମାନେ ଖୁସି ଜ୍ଞାପନ କରି ସଭାପତିଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଓ ସଭା ସମାପ୍ତ କରାଗଲା। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ରେ ୧୨ ଘଣ୍ଟା ବନ୍ଦ ପାଳନ

masiha

ଜିଲ୍ଲା ଯୋଜନା କମିଟି ବୈଠକ 

Sunil Chandra Nayak

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!