ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ଗଙ୍ଗାଧର ଜେନାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

ସ୍ବର୍ଗତ ଗଙ୍ଗାଧର ଜେନାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

କଟକ : ମର୍କତନଗରସ୍ଥ ବୀମା କନେକ୍ଟ କାର୍ଯ୍ୟାଳୟ ଠାରେ ବରିଷ୍ଠ ଏଲଆଇସି ଆସୋସିଏଟ୍ ପୁରୀ ଜିଲ୍ଲାର ଗଙ୍ଗାଧର ଜେନାଙ୍କର ଅକାଳ ବିୟୋଗ ପରିପ୍ରେକ୍ଷୀରେ ଏକ ଶୋକସଭା ଅନୁଷ୍ଠିତ ହୋଇସାରିଛି।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅନନ୍ତ ପ୍ରସାଦ ବାରିକ , ଅନ୍ତର୍ଯ୍ୟାମୀ ନାୟକ, , ଅଶୋକ କୁମାର ରାଉତରାୟ,  ନୃସିଂହଚରଣ ଦାଶ, ପ୍ରକାଶ ଚନ୍ଦ୍ର ବିଷୋଇ, ଉର୍ବଶୀ ଦାଶ, ରାମଚନ୍ଦ୍ର ମଲ୍ଲିକ, ଲଳିତ କୁମାର କାନୁନଗୋ, ଦେଶରଞ୍ଜନ ମହାପାତ୍ର, ତାରିଣୀ ପ୍ରସାଦ ମହାପାତ୍ର, ଜୟଶଙ୍କର ମହାରଣା, ପ୍ରମୂଖ ଯୋଗଦାନ କରି ସ୍ବର୍ଗତ ଗଙ୍ଗାଧର ଜେନାଙ୍କ ସ୍ମୃତିଚାରଣ କରି ଗଭୀର ଶୋକବ୍ୟକ୍ତ କରିବା ସହିତ ସ୍ବର୍ଗତ ଗଙ୍ଗାଧର ଜେନାଙ୍କ ଆତ୍ମାର ସଦଗତି କାମନା କରିଥିଲେ।ସ୍ବର୍ଗତ ଗଙ୍ଗାଧର ଜେନାଙ୍କ ଭଳି ପରୋପକାରୀ ବ୍ୟକ୍ତିଙ୍କ ଅଭାବ ସବୁଦିନ ରହିବ ବୋଲି ମତପ୍ରକାଶ କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

masiha

ବୁଡ଼ିବାକୁ ବସିଛି କଂସା ପିତ୍ତଳ ଶିଳ୍ପ,ଦୁର୍ଦ୍ଦିନ ପରିସ୍ଥିତିରେ କାରିଗର

କୀଟ ନାଶକ ଔଷଧ ଖାଇ ଛାତ୍ରୀ ମୃତ୍ୟୁ 

masiha

Leave a Comment

error: Content is protected !!