ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ଏ.ପି.ଏଲ ମ୍ୟାଚ

ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ଏ.ପି.ଏଲ ମ୍ୟାଚ

କଟକ : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାବୁଜଙ୍ଗ ଠାରେ ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏ.ପି.ଏଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ କଟକ ସଦରର ଅଗ୍ରୀଣ ସାମାଜିକ ସଂଗଠନ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟର ସଭାପତି ପ୍ରଫେସର ଶ୍ରୀଯୁକ୍ତ ମନୋଜ କୁମାର ନାୟକ ଯୋଗଦେଇ ବିଜୟୀ ଓ କୃତ୍ବୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଏହି ଅବସରରେ ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବର ସଦସ୍ୟ ଓ ସ୍ଥାନୀୟ ଯୁବ ବନ୍ଧୁ ମାନେ ଶ୍ରୀ ନାୟକଙ୍କୁ ମୋଟର ସାଇକେଲ ରାଲିରେ ଖେଳ ପଡିଆ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଓ ଆୟୋଜକ ବନ୍ଧୁ ମାନେ ଶ୍ରୀ ନାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୧୭ ତମ ବିଶ୍ଵ ଭାରତୀ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ। ଜୟପୁରା କାଟେଣି ୨ ରନ୍ ରେ ଚାମ୍ପିଅନ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୟପୁର କୁ ହରାଇ ବରଗଡ ବିଜୟୀ 

masiha

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  ଭବାନୀପାଟଣା ଇଭିନିଙ୍ଗ କ୍ଳବ ଚମ୍ପିୟାନ 

masiha

Leave a Comment

error: Content is protected !!