ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ଜୁନାଗଡ଼ ,୧୫/୦୨(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମଥୁରା ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି,l ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ରୀ ପଟlୟତ ସାହୁ  ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଶ୍ରୀମତୀ ସ୍ୱର୍ଣ୍ଣ ଦାସ,ସମ୍ମାନିତ ଅତିଥିଭାବେ ବିଇଓ ତପନ ମାଝି, ଜୁନାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗ, ପଲlସ ସରପଂଚ ପ୍ରଭାକର ସେଠୀ, ଡି  ଏସ ଏସ ଦୁଷ୍ମନ୍ତ ଶେଖର ପାଢ଼ୀ, ରବିଚନ୍ଦ୍ର ପଣ୍ଡା, ପୂର୍ବ ସରପଞ୍ଚ ସନାତନ ପଣ୍ଡା, ଶିକ୍ଷକ ସୁଧାଂଶୁ ପଣ୍ଡା,, ସୁନିଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଂlକୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଜେତା ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଶିକ୍ଷାର ବୈଶିଷ୍ଟ୍ୟ ତଥା ବିଶେଷତ୍ଵ ଉପରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ l ଏହି ଅବସରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦୀପ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ସ୍ବାଗତ ଭାଷଣ ଶିକ୍ଷକ ଚୈତନ୍ୟ ମହାନନ୍ଦ, ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଶିକ୍ଷକ ସଚ୍ଚିଦାନନ୍ଦ ମେହେର, ପୁରସ୍କାର ବିବରଣୀ ପରିଚାଳନା ଶିକ୍ଷୟିତ୍ରୀ ପ୍ରତିଭା ପାତ୍ର,  ସlଙ୍କୃତିକ୍  କାର୍ଯକ୍ରମ ପରିଚାଳନା ଶିକ୍ଷକ ଅନନ୍ତ ଥlଟି, ବିକାଶ ପଣ୍ଡା l ଶିକ୍ଷକ ନିତ୍ୟାନନ୍ଦ ମେହେର ଧନ୍ୟବାଦ୍ ପ୍ରଦାନ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଖିରିପଦା ସରସ୍ଵତୀ ଶିଶୁ ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!