ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ୟାନସର ରେ ଜୀବନ ହାରିଲେ ପୁଷ୍ପଲତା,ତିନୋଟି ଶିଶୁ ଅନ୍ଧକାରରେ 

କ୍ୟାନସର ରେ ଜୀବନ ହାରିଲେ ପୁଷ୍ପଲତା,ତିନୋଟି ଶିଶୁ ଅନ୍ଧକାରରେ 

ଢେଙ୍କାନାଳ (ମନିସ )25/1/25 // ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକର ଛେଳିଆପଡା ଗ୍ରାମର ପ୍ରାଣବନ୍ଧୁ ରାଉତଙ୍କ ଧର୍ମ ପତ୍ନୀ ପୁଷ୍ପଲତା ରାଉତଙ୍କର ବୟସ ୩୬ବର୍ଷ କାଲି ରାତ୍ର ୭,୩୦ମିନିଟି ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି, ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ଵାମୀ ପୁଅ ଝିଅ ଶାଶୁ ଜାଆ ଦିଅର ଦେଢଶୁରଓ ପରିବାର ବର୍ଗ,ବନ୍ଧୁ ପରିଜନ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ସେ ଜଣେ ଅତ୍ୟନ୍ତ ସ୍ନେହୀ,ଅମାୟିକ, ପରୋପକାରୀ, ଧ ର୍ମପ୍ରାଣ, ସଦଗୁଣଧାରୀ ଓ ନିର୍ଭୀକ ଶାନ୍ତ ସରଳ ଭଲ ମଣିଷ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି । ତାଙ୍କ ବିୟୋଗରେ ଛେଳିଆବେଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଓଡ଼ାପଡ଼ା ବ୍ଳକରେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଓକିଲ ସଂଘ ଶପଥ ଗ୍ରହଣ

Sunil Chandra Nayak

ଗୋଲାମୁଣ୍ଡା-ବିଜୟାନନ୍ଦ ପବ୍ଲିକ୍ ସ୍କୁଲର ରୌପ୍ୟ ଜୟନ୍ତୀ ପାଳିତ 

masiha

ଘୋଷଯାତ୍ରା ଲୋକ ମହୋତ୍ସବ ଉଦ୍ ଯାପିତ

masiha

Leave a Comment

error: Content is protected !!