ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ସୁରକ୍ଷା ପାଇଁ କବିରାଜମାନେ ସାଜିଛନ୍ତି ନକଳି ସାମ୍ବାଦିକ ୨ୟ ଭାଗ

ନିଜ ସୁରକ୍ଷା ପାଇଁ କବିରାଜମାନେ ସାଜିଛନ୍ତି ନକଳି ସାମ୍ବାଦିକ ୨ୟ ଭାଗ

ବଲାଙ୍ଗୀର ଜିଲ୍ଲା ସ୍ୱାସ୍ଥ୍ୟ ସେବା ଓଲଟା ଦିଗରେ ଗତି କରିବାରେ ଲାଗିଛି ଡାକ୍ତର ଅଭାବ ରେ ଖାଲି ପଡିଛି ହସ୍ପିଟାଲ ଗୁଡିକ ଜରୁରୀ ସେବା ରୁ ବଞ୍ଚିତ ରହୁଛନ୍ତି ଉପାନ୍ତ ଅଂଚଳ ର ଲୋକ ମାନେ ସମୟ କ୍ରମେ ବୁଲା ଡାକ୍ତର ଙ୍କ ଶିକାର ହେଉଛନ୍ତି ଲୋକେ କୌଣସି ଡିଗ୍ରୀ ହାସଲ କରି ନ ଥିବା (କ୍ବାକ୍) ମାନେ ଗାଁ ଗାଁ ବୁଲି ମେଡ଼ିସିନ ବିକ୍ରି କରି ଚିକିତ୍ସା କରୁଛନ୍ତି, ଏମିତି କି (କ୍ୱାକ୍) ମାନେ ବଲାଙ୍ଗୀର ଜିଲ୍ଲା ର ବେଲପଡା ଖଲିପଥର ଅଂଚଳ ରେ କ୍ଲିନିକ ଖୋଲି ଚିକିତ୍ସା କରୁଛନ୍ତି, ପ୍ରାୟ ତଃ ଅନେକ ଗଣ ମାଧ୍ୟମ ଖବର ପ୍ରସାରଣ ହୋଇ ସାରିଛି ପ୍ରଶାସନ ନିରବ ରହିଛି ମଧ୍ୟ ଯାଇଛନ୍ତି କିନ୍ତୁ ବର୍ତ୍ତମାନ ମଧ୍ୟ ଖୁଲୁମ ଖୁଲା ଚିକିତ୍ସା କରୁଛନ୍ତି ନକଲି ଡାକ୍ତର କିଛି ବୁଦ୍ଧିଜୀବୀ ନାମ ର ଅନେକ ସ୍ଥାନ ରେ ବେ ଧଡକ ଭାବେ କାରବାର ଚଳାଇଛନ୍ତି ନକଲି ଡାକ୍ତର ମାନେ, ନକଲି ଡାକ୍ତର ଙ୍କ ନକଲି କରବାର ଏହା କେତେ ଯୁକ୍ତି ଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି, ଅଂଚଳ ର ଲୋକ ମାନଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଖେଲଘର କରୁଛନ୍ତି ନକଲି ଡାକ୍ତର ମାନେ ବୋଲି ଅନୁମାନ କରାଯାଉଛି !ତେବେ ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଳକ୍ ଖଲିପଥର ଗାଁର ବହୁ ଚର୍ଚ୍ଚିତ ନକଲି ଡାକ୍ତର(କ୍ବାକ) ନକଲି ସାମ୍ବାଦିକତା କରି ନିଜକୁ ବଞ୍ଚାଉଥିବା କୁ ନେଇ ଏବେ ଆରିଆଡ଼େ କେନ୍ଦ୍ରବିନ୍ଦୁ ସାଜିଥିବା କ୍ବାକ୍ ଙ୍କ ୨ୟ ଭାଗର ଅଂଶରେ ବ୍ୟକ୍ତି ଟି ବହୁ ଚିଡ଼ି ଚ଼ିଡ଼ା ହେଉଥିବା ଦେଖିବାକୁ ମିଳିଛି ! ବାବୁ ଜଣକ ଏବେ ଖବର ବାଜିଲା ପରେ ତାର ମୁଣ୍ଡକାମକରୁନି ବାବୁ ଏବେଖାଲି ରାଗରେ ଥମ ଥମ ହୋଇ ଗାଁମୁହାଁ ହେଉନି,ବାବୁ ତେତେଲମୁଣ୍ଡା ଜୟରାମ ହାଇସ୍କୁଲ ରେ ପାଠ ପଢ଼ି କେମିତି ହେଲା ଡକ୍ଟର ମେଟ୍ରିକ ଫେଲକରି ବାବୁ କେଉଁଠି ଡିଗ୍ରୀ ଆଣିଲା ? ମେହେର ବାବୁ କେମିତି ଡକ୍ଟର ହେଲେ ବାବୁଙ୍କର ବହୁତ ଜଲଦି ସବୁଖୁଲାସା କରା ହେବାକୁ ଏବେ ଚର୍ଚ୍ଚା ହେଉଛି ବାବୁଙ୍କର କେହି ଜଣେ ବାବୁଙ୍କୁ ସୁରକ୍ଷା ଦେଉଛି ସୁରକ୍ଷା ଦେଉଥିବା ଲୋକଙ୍କର ବି ପରଦା ଫାସ କରିବା ର ଯୋଜନା ରହିଛି ଏସ ମେହେର ବାବୁ ସାବଧାନ ଅଧ୍ୟାୟ ଅଧ୍ୟାୟ କରି ଯେ ପର୍ଯ୍ୟନ୍ତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଇଛି ସେ ପର୍ଯ୍ୟନ୍ତ ଲେଖା ଜାରି ରହିବ ! ୩ୟ ଅଧ୍ୟାୟ କୁ ଅପେକ୍ଷା ……

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

୪୨ମୌଜ଼ା ବଣିକ ମହାସଙ୍ଘ ତରଫରୁ ଯୁବ ସଙ୍ଗଠକ ଇଂ. ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ୭ମ ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘କଳାଞ୍ଜଳୀ -୨୦୨୩’ ମହାସମାରୋହରେ ପାଳିତ 

Sunil Chandra Nayak

ରାମ ନାଥ ଉଚ୍ଚ ବିଦ୍ୟାପୀଠ ଚଲାନପଡା-ଗୋଇମୁଣ୍ଡି ୧୯୯୦ ପ୍ରଥମ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!