ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ 

କଟକ : କଟକ ସଦର ୪୨ ମୌଜା ପଟଣା ଗ୍ରାମର ଗର୍ବ ଓ ଗୌରବ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର୍ ଆଚାର୍ଯ୍ୟଙ୍କ ୧୨୪ ତମ ଜନ୍ମ ଜୟନ୍ତୀ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ଭବନରେ ସଭାପତି କଵୀ ସରୋଜ ନଳିନୀ ପରିଜା,ଉପଦେଷ୍ଟା ଶରତ କୁମାର ରାୟ,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଶିକ୍ଷକ ମିହିର କୁମାର ନାୟକ ଏବଂ ଛାତ୍ରଛାତ୍ରୀ ସ୍ନେହା ଜେନା,ସାଇଶ୍ରୀ ବେହେରା, ତେଜସ୍ଵୀନି ଦାସ,ଶୁଭଶ୍ରୀ ମହାନ୍ତି, ସୁଭରାଜ୍ ମହାନ୍ତି,ବଦ୍ରି ନାରାୟଣ ମହାନ୍ତି,ଶୁଭଶ୍ରୀ ସ୍ୱାଇଁ,ଶ୍ରଦ୍ଧାଞ୍ଜଳୀ ଦାସ,ଆଦ୍ୟାଶା ବେହେରା, ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍କୋଳନ କରି ସ୍ମୃତିଚାରଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଵାଘିଆଟାଙ୍ଗର ଗ୍ରାମର ନଳକୂପ ଚାରିପଟେ ଖାଲ,ଖମାଲ, ଘଞ୍ଚବୁଦା, ପକ୍କା ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୪୮ ଲକ୍ଷ,୯୫ ହଜାର ଟଙ୍କାର ସହାୟତା ପ୍ରଦାନ 

masiha

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ ର ଉଦଯାପନୀ ସମାରୋହ 

Sunil Chandra Nayak

Leave a Comment

error: Content is protected !!