ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର

ଆତ୍ମ ସୁରକ୍ଷା ତାଲିମ ଶିବିର

ଜୁନାଗଡ଼,୨୪/୩(ମନୀ ସ)ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ପ୍ରଥମ ବର୍ଷ ଯୁକ୍ତ ତିନି କଳା ଓ ବିଜ୍ଞାନ ର ୮୭ ଜଣ ଛାତ୍ରୀ କୁ ନେଇ ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼, ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ହିମାଦ୍ରି ନାଏକ ଅଧ୍ୟକ୍ଷା ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ, ଜୁନାଗଡ଼, ସମ୍ମାନ୍ନିତ ଅତିଥି ଭାବେ ଶ୍ରୀମତୀ ସାଗରିକା ଦାସ ପ୍ରାଧ୍ୟାପିକା ଏତିହାସ ବିଭାଗ ର ମୁଖ୍ୟ, ଅଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମାସି ମାଝୀ ଆତ୍ମ ସୁରକ୍ଷା ତାମିଲ୍ କାର୍ଯ୍ୟକ୍ରମ ର ସଂଯୋଜିକା ଓ ସହ ସଂଯୋଜକ ଶ୍ରୀ ସମୀର କୁମାର ସାହୁ ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା ବିଭାଗୀୟ ମୁଖ୍ୟ ଓଡ଼ିଆ ଓ ସାହିତ୍ୟ ବିଭାଗ, ଧନ୍ୟବାଦ ଅର୍ପଣ କରିଥିଲେ ସମୀର କୁମାର ସାହୁ ଖେଳ ଶିକ୍ଷକ, ପ୍ରଶିକ୍ଷିକl ମିସ୍ ଜଳି ପରାଭୋଇ ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ lଏହି କାର୍ଯ୍ୟକ୍ରମ ରେ ବିକାଶ ବେହେରା, ରାଜକୁମାରୀ ବେମାଲ, ଅକୃର ନାଏକ ବାବୁଲି ଗୋପାଳ ସହଯୋଗ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଧାୟକଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା , ଆଠଘଣ୍ଟା ବିତିଲା, ପତ୍ତା ମିଳିଲାନି : ରାତିହେବାରୁ ଅଧାରେ ଅଟକିଲା ଉଦ୍ଧାର କାର୍ଯ୍ୟ

Sunil Chandra Nayak

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଭା ପକ୍ଷରୁ ବିଶାଳ ସଭା ଅନୁଷ୍ଠିତ

Leave a Comment

error: Content is protected !!