ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ମାତଙ୍ଗିନୀ

ପ୍ରକାଶ ପାଇଲା ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ମାତଙ୍ଗିନୀ

ଖଇରା,୨୬/୩/୨୫ – ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଏକ ଶିକ୍ଷାର ଅନୁଷ୍ଠାନ । ମୋ ଅନୁଷ୍ଠାନ ନାମରେ ଏକ ହ୍ବାର୍ଟସଆପ୍ ଗୃପ୍ ଏବଂ ଫେସବୁକ୍ ଗୃପ୍ ଅଛି । ଫେସବୁକ୍ ଗୃପ୍ ରେ ପ୍ରତ୍ୟେକ ମାସ ୧ ତାରିଖ ଦିନ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହାଛଡ଼ା ମାସର ପ୍ରତ୍ୟେକ ରବିବାର ଗଦ୍ୟ, ପଦ୍ଯ, ମେଧାଅନ୍ବେଷଣ, ଢଗଢମାଳି, ବେଦପୁରାଣ ଓ ବିଜ୍ଞାନ ଭିତ୍ତିକ ଭଳି ସୁନ୍ଦର ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ପ୍ରତିଯୋଗିତା ମାଧ୍ୟମରେ ଶିକ୍ଷା ଦିଆଯାଇଥାଏ । ଯେଉଁଥିରୁ ପ୍ରତିଯୋଗୀ ମାନେ କିଛି ନା କିଛି ଶିକ୍ଷା ଗ୍ରହଣ କରିଥା’ନ୍ତି । ଏହି ଅବସରରେ ଗତ ତା ୨୩/୩/୨୦୨୫ ରିଖ ରବିବାର ଦିନ ପ୍ରତିଯୋଗୀଙ୍କ ପାଇଁ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ପ୍ରତିଯୋଗୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ (୧) କଳ୍ପନା ବିନ୍ଧାଣୀ,ଦରିପାଳ,ବରଡ଼ିହି, ମୟୂରଭଞ୍ଜ (୨) ଦୀପି ବାରିକ୍ ,ଅନୁଗୋଳ  (୩) ଦିବାକର ନାୟକ,ପାଟପୁର, କନିସି,ଗଞ୍ଜାମ (୪) ଅରୁଣ କୁମାର ମହାପାତ୍ର,ଅଶ୍ବପୁରମ୍, ତେଲେଙ୍ଗାନା (୫) ଧର୍ମରାଜ ପ୍ରଧାନ,ଝିଲିମିଣ୍ଡା,ବରଗଡ଼ (୬) ବିଷ୍ଣୁପ୍ରିୟା ପ୍ରତାପସିଂହ,ଭୂଷଣ୍ଡପୁର, ଖୋର୍ଦ୍ଧା (୭) ରେବତୀ ପଣ୍ଡା,ଖୋର୍ଦ୍ଧା (୮) ସୁଶ୍ରୀ ଅର୍ପିତା,ବାଙ୍ଗାଲୋର (୯) ସତ୍ୟ ସିଂ ବାଗ,ତେରେସିଂହା, କଳାହାଣ୍ଡି (୧୦) ପୂଜା ନାୟକ, ଦାନଗଦି,ଯାଜପୁର (୧୧) ଧନୁର୍ଯ୍ଯ ମାଝୀ,ବଣ୍ଡୋଗୁଡା,କଳାହାଣ୍ଡି (୧୨) ସ୍ବୟଂ ପ୍ରକାଶ ସେଠୀ,ଆଠଗଡ଼, କଟକ (୧୩) କ୍ରିଷ୍ଣା ମହାପାତ୍ର, କଣ୍ଟାମାଳ,ବୌଦ୍ଧ (୧୪) ବଳରାମ ବାରିକ, ୟନୀଳଗିରି,ବାଲେଶ୍ବର (୧୫) ଶୁଭସ୍ମିତା ପାତ୍ର, କେ.ବରିଡା,ଗଞ୍ଜାମ (୧୬) ନରସିଂହ ମହାରଣା, ଗଣେଶନଗର,ସମ୍ବଲପୁର (୧୭) ସରସ୍ବତୀ ମେହେର,ସିନାପାଲି, ନୂଆପଡା (୧୮) ଇତିଶ୍ରୀ ମେହେର, ସିନାପାଲି,ନୂଆପଡା (୧୯) ଶିବସୁନ୍ଦର ପାଣିଗ୍ରାହୀ, ଜେ.କେ.ପୁର,ରାୟଗଡ଼ା (୨୦) ସୁନିତା ଦାଶ,ଭୁବନେଶ୍ୱର,ଖୋର୍ଦ୍ଧା (୨୧) ଆଶିଷ କୁମାର ସାହୁ, ଭବାନୀପାଟଣା,କଳାହାଣ୍ଡି (୨୨) ପଞ୍ଚାନନ ମେହେର,ଧାନବସା, ସୁବର୍ଣ୍ଣପୁର (୨୩) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ,ଆସିକା,ଗଞ୍ଜାମ (୨୪) ଗୀତା ମଞ୍ଜରୀ ଦାସ,ମୁଣ୍ଡିମରା, ବରପଦା,ଭଦ୍ରକ (୨୫) ରାଜଗୁରୁ ସିଅ,ଫତେପୁର,ଖଇରା, ବାଲେଶ୍ବର (୨୬) ରଶ୍ମିତା ନାୟକ,ଧୋବେଇ, ଏରସମା,ଜଗତସିଂହପୁର (୨୭) ରିତୁପର୍ଣ୍ଣା ବେହେରା,ଭାଲିଆଡିହା, ମୟୂରଭଞ୍ଜ (୨୮) ସବିତା ସେଠୀ, ଚିତ୍ରକୋଣ୍ଡା,ମାଲକାନଗିରି (୨୯) ସବିତା ଶତପଥୀ,ଭୁବନେଶ୍ୱର, ଖୋର୍ଦ୍ଧା (୩୦) କୁମାର ଚନ୍ଦ୍ରଭାନୁ, ଭୁବନେଶ୍ୱର,ଖୋର୍ଦ୍ଧା (୩୧) ଝୁମୁରୀ ସାହୁ,ଖୋର୍ଦ୍ଧା (୩୨) ରୁବିଲତା ଦାସ, କାଁପଡା,ତିହିଡି,ଭଦ୍ରକ (୩୩) ମୌସୁମୀ ଶୁକ୍ଳା,ଭୁବନେଶ୍ୱର, ଖୋର୍ଦ୍ଧା (୩୪) ସୁଲୋଚନା ବଳ, ସୋର,ବାଲେଶ୍ବର (୩୫) ମାତଙ୍ଗିନୀ ମିଶ୍ର,ଭୁବନେଶ୍ୱର,ଖୋର୍ଦ୍ଧା (୩୬) ମିନାକ୍ଷୀ ଦ୍ବିବେଦୀ,ନୂଆଦିଲ୍ଲୀ (୩୭) କୃଷ୍ଣା ପାଢ଼ୀ,ଗୌଡଦିଆ, ବାଲେଶ୍ବର (୩୮) ସବିତା ହୋତା,ସୋର, ହୀରାକୁଦ,ସମ୍ବଲପୁର (୩୯) ପାରଦ କୁମାର ପାଢ଼ୀ,ହିଞ୍ଜିଳିକାଟୁ,ଗଞ୍ଜାମ (୪୦) ଅରୁଣ କୁମାର ଦାସ, ଠାକୁରା,ଧର୍ମଶାଳା,ଯାଜପୁର (୪୧) ସୌଭାଗିନୀ ନାୟକ,ବଜ୍ରକବାଟି ରୋଡ,କଟକ (୪୨) ମଧୁସ୍ମିତା ଶା, କିଟ୍, ଭୁବନେଶ୍ୱର,ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

      ଯାହାର ଫଳାଫଳ ପ୍ରକାଶ ପାଇଛି । ସମୀକ୍ଷା କରିଥିଲେ ଅପରାଜିତା ରଥ, ତାଙ୍କୁ ସହଯୋଗ କରିଥିଲେ ତାଙ୍କର କୁନି ଝିଅ ସାଇ ସମୀକ୍ଷା ରଥ, ଭଦ୍ରକ । ପ୍ରକାଶ ଥାଉକି ପ୍ରତିଯୋଗୀଙ୍କ ନିମନ୍ତେ ମୋଟ ୧୦ ଗୋଟି ପ୍ରଶ୍ନ ଓ ପୂର୍ଣ୍ଣ ସଂଖ୍ଯା ୧୦ ଥିଲା । ସମସ୍ତେ ୧୦ ନମ୍ବର ରଖିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କେହି ସକ୍ଷମ ହୋଇ ପାରିନଥିଲେ । ଶ୍ରୀମତୀ ରଥଙ୍କ ସମୀକ୍ଷାରୁ ମାତଙ୍ଗିନୀ ମିଶ୍ରଙ୍କୁ ପ୍ରଥମ ସ୍ଥାନ ମିଳିଛି । ତାଙ୍କୁ ପୁରସ୍କାର ସ୍ବରୂପ ପିତ୍ତଳ କଳସ ପ୍ରଦାନ କରାଯିବ । ଆସନ୍ତା ତା ୩୦/୩/୨୫ ରିଖ ରବିବାର ପ୍ରତିଯୋଗୀ ମାନଙ୍କ ନିମନ୍ତେ ଗଣିତ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ । ସମସ୍ତେ ଏଥିରେ ସାମିଲ ହୁଅନ୍ତୁ ଶିଖି ନଥିଲେ କିଛି ଶିଖିବା ପାଇଁ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଶିକ୍ଷାର ସମାପ୍ତ ନାହିଁ, ଯେତେ ଶିଖିଥିଲେ ବି ଅଧିକ ଶିଖିବା ପାଇଁ ଆଗ୍ରହ ହୁଏ, ତେଣୁ ସମସ୍ତେ ମିଶିବା ସମସ୍ତେ ଶିଖିବା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ 

Sunil Chandra Nayak

ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକ ନିୟମିତ ହେଲେ 

masiha

ଡ଼ଙ୍ଗାବାହାଲ ଓ ଫଟାମୁଣ୍ଡା ରାସ୍ତା ରେ କଣ୍ଟା ବାଡ଼ ଦେଲେ ଜମି ମାଲିକ : ହଇରାଣ ହେଉଛନ୍ତି ସାଧାରଣ ଜନତା

masiha

Leave a Comment

error: Content is protected !!