ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ଗଣ୍ଡା ମାନଙ୍କରେ ଉଜ୍ଵିଵୀତ ରହିଥିବା ଗ୍ରାମୀଣ ସଂସ୍କୃତିର ଦୁର୍ଲଭ ଚିତ୍ର 

ଗାଁ ଗଣ୍ଡା ମାନଙ୍କରେ ଉଜ୍ଵିଵୀତ ରହିଥିବା ଗ୍ରାମୀଣ ସଂସ୍କୃତିର ଦୁର୍ଲଭ ଚିତ୍ର 

ଢେଙ୍କାନାଳ (ମନିସ )26/3/25 // ଗାଁ ଗଣ୍ଡାରେ ଯିଏ ରହିଛି ସେ ତାକୁ ମର୍ମେ ମର୍ମେ ବୁଝିଛି । କାମାକ୍ଷାନଗର ଵ୍ଲକ କାକୁଡିଆ ଗ୍ରାମର ଜଣେ ଆଦର୍ଶ ବରିଷ୍ଠ ନାଗରିକ ଯାହାଙ୍କ ବୟସ ୯୦ ଛୁଇଲାଣି ସେହି ମହାନୁଭାଵ ହେଉଛନ୍ତି ବରେଣ୍ୟ ଜଳଧର ମହାନ୍ତି ମହାଶୟ।

ସାନ୍ଧ୍ୟକାଳରେ ଜଳଧର ମହୋଦୟ ତାଙ୍କର ଘର ଅଗଣାରେ ବିରାଜିତ ମା ବୃନ୍ଦାବତୀଙ୍କ ଚଉରା ମୂଳେ ଦୀପ ଟିଏ ଲଗାଇ ଆରଧନା କରୁଥିଵାର ଦୁର୍ଲଭ ଚିତ୍ର । ବୟସର ଅପରାହ୍ନରେ ସେ ଭୁଲି ନାହାଁନ୍ତି ନିଜ ଜନ୍ମ ମାଟିର ସଂସ୍କୃତିକୁ । ହେତୁ ପାଇବା ଦିନଠାରୁ ଏହିଭଳି ମା ବୃନ୍ଦାବତୀଙ୍କ ପାଖେ ପ୍ରତ୍ୟହ ସନ୍ଧ୍ୟାରେ ଦୀପ ପ୍ରଜ୍ବଳନ କରି ଗ୍ରାମ ପାଇଁ ତଥା ଜଗତଵାସୀଙ୍କ ପାଇଁ ଶୁଭ ମନାଷି ଥାଆନ୍ତି । ଏ ଦୁର୍ଲଭ ଚିତ୍ର ହିଁ ଗ୍ରାମୀଣ ସଂସ୍କୃତିର ନିଛକ ପ୍ରତୀକ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହ ପ୍ରାଙ୍ଗଣ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ

masiha

ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ

masiha

ବିଭିନ୍ନ ଦାବିରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା;ଜୁନ ପହିଲାରୁ ସମୂହ ଛୁଟିରେ ଯିବେ

Sunil Chandra Nayak

Leave a Comment

error: Content is protected !!