ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଝରି ଠାରେ ମହାଭାରତ ଯଜ୍ଞ ଅନୁଷ୍ଠିତ

ଗୋଳାମୁଣ୍ଡା/ମସିହା/୨୫/୪/ବିଶ୍ୱର ମଙ୍ଗଳ କାମନା ସକାଶେ ଅନେକ ସ୍ଥାନରେ ଯାଂଗ୍ୟ ଯଜ୍ଞଚାଲୁ ଥିବାବେଳେ ଆଉ ଏକ ଯଜ୍ଞ ଆରମ୍ଭ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି, ତାହା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରୀ ପଞ୍ଚାୟତର ଖୋଦ ମାନଝରି ଗ୍ରାମରେ ମହାଭାରତ ପାରାୟଣ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି.ଏହି ପାରାୟଣ ଗତ ତା୧୬/୪/୨୨ଶନିବାର ଠାରୁ ଆସନ୍ତା ତା୧୬/୫/୨୨ସୋମବାର ଦିନ ପର୍ଯ୍ୟନ୍ତ ଚାଲୁ ରହିବ, ପାରାୟଣ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବରେ ପଙ୍କଜ ନାଏକ ଏବଂ ତାଙ୍କ ଧର୍ମପତ୍ନୀ ଦାଇତ୍ୱ ନେଇଥିବା ବେଳେ କାର୍ଯ୍ୟକ୍ରମ ରେ ସଭାପତି ସୁଦର୍ଶନ ନାଏକ,ପୂଜକ ସୁରେଶ ମୁଣ୍ଡ,ସମ୍ପାଦକ କୋଦଣ୍ଡ ନାଏକ, ସମେତ ମାର୍କଣ୍ଡ ପାରି, ଦିବାକର କେତକୀ, ନୃସିଂ ମୁଣ୍ଡ, ଗଗନ ମୁଣ୍ଡ, ଜଳନ୍ଧର ରାଉତ, ରାଇଚନ ନାଏକ, ଧନିରାମ ଅଘରିଆ,ରଞ୍ଜନ ନାଏକ ସମେତ ଗ୍ରାମର ଅନେକ ଲୋକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ.।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଚାଷ ଜମିରୁ ଅଜଗର ସାପ ଉଦ୍ଧାର

Sunil Chandra Nayak

ସରୋଜିନୀ ପତି ଙ୍କ କବିତା ଶ୍ରାବଣ

Sunil Chandra Nayak

ଆଜିଠାରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା

Sunil Chandra Nayak

Leave a Comment

error: Content is protected !!