ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଷ୍ଟଡ଼ି ପଏଂଟରେ ଓଡ଼ିଆ ଅସ୍ମିତାର ମହାପର୍ବ ଉତ୍କଳ ଦିବସ ପାଳିତ

ବିଦ୍ୟାଷ୍ଟଡ଼ି ପଏଂଟରେ ଓଡ଼ିଆ ଅସ୍ମିତାର ମହାପର୍ବ ଉତ୍କଳ ଦିବସ ପାଳିତ

ସାରନଗରୀ,୨ା୪: ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଂଏଟ ଆନୂକୁଲ୍ୟରେ ଉତ୍କଳ ଦିବସ ପାଳନ କରାଯାଇଥଲ।। ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ଼ାକ୍ତର ଅକ୍ଷୟ ସାମଲ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଆଦିତ୍ୟ କୁମାର ଷଢଙ୍ଗୀ,ଗାନ୍ଧି ମହାବିଦ୍ୟାଳୟର ଶିକ୍ଷାବିଭାଗର ଅଧ୍ୟାପକ ଡ଼.ଅଶୋକ କୁମାର ବେଉରା,ଅଧ୍ୟାପକ ବ୍ରଜେଶ ଚନ୍ଦ୍ର ପାଠକ,ଅଧ୍ୟାପକ ଡ଼.ବସନ୍ତ କୁମାର ଦାସ,ସନାତନ ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱେଲଫେୟାର ଟ୍ରଷ୍ଟର ସଭାତି ଶିବ ଶଙ୍କର ନାୟକ,ନରେନ୍ଦ୍ର ମଲ୍ଲିକ, ଅଧ୍ୟାପକ ସୁନୀଲ ସାମଲ ସମେତ ବିଦ୍ୟା ଷ୍ଟଡ଼ି ପଏଂଟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରରେ ଅତିଥି କହିଲେ ଯେ ଉତ୍କଳ ଦିବସ ପ୍ରତିଟି ଓଡ଼ିଆ ପାଇଁ ଗର୍ବ ଗୌରବର,ଶ୍ରଦ୍ଧା ଓ ସ୍ୱାଭିମାନର ସ୍ମରଣୀୟ ମୁହୁର୍ତ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ସମେତ ବିଦ୍ୟା ଷ୍ଟଡ଼ି ପଏଂଟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍କୁଟି କୁ ପିଟିଲା ବାଇକ ଜଣେ ମୃତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!