ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଗରିବ ପରିବାରଙ୍କୁ ସହଯୋଗ ର ହାତ ବଢ଼ାଇଲେ ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର 

ଅସହାୟ ଗରିବ ପରିବାରଙ୍କୁ ସହଯୋଗ ର ହାତ ବଢ଼ାଇଲେ ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର 

  ମୟୂରଭଞ୍ଜ – ୫/୦୪ // ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକ ର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଚଢ଼େଇ ପାହାଡି ଗ୍ରାମପଞ୍ଚାୟତ। ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଏହି ଅଞ୍ଚଳ ରେ ଏକଦା ମାଓବାଦୀ ମାନେ ବେଶ୍ ସକ୍ରିୟ ଥିଲେ। ଏବେ ବି ଏହି ଅଞ୍ଚଳ ବିକାଶ ଠାରୁ ଦୂରରେ ରହିଛି। ବଣପାହାଡ ଘେରା ଏହି ଅଞ୍ଚଳ ର ଅନେକ ଗାଁ, ସାହିକୁ ଏଯାଏଁ ଭଲ ରାସ୍ତା ନିର୍ମାଣ ହୋଇପାରିନାହିଁ। ଖରାଦିନେ ଏହି ଅଞ୍ଚଳ ରେ ପାନୀୟଜଳ ସମସ୍ୟା ଦେଖାଦେଇଥିଲା ଚଢ଼େଇ ପାହାଡି ପଞ୍ଚାୟତ ରେ ୨୨ଟି ରାଜସ୍ବ ଗ୍ରାମଥିବା ବେଳେ ଏଠାରେ ବନପାଳ, ରାଜସ୍ବ ନିରୀକ୍ଷକ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି।ନିଜ ନିଜର କାର୍ଯ୍ୟ ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବିଶେଷ କରି ଡିଜିଟାଲ ସେବା ଅଭାବରୁ ଅନେକ ସମୟରେ ହ ଇରାଣ ହରକତ ହେଉଥିବା ଦେଖିବାକୁ ମିଳିଥାଏ। ଚଢ଼େଇଆ ପାହାଡି ପଞ୍ଚାୟତ ଲୋକମାନେ ଯେପରି ମୈଳିକ ସୁବିଧା ପାଇପାରିବେ, ସେଥିପାଇଁ ଏଠାକାର ସମିତି ସଭ୍ୟା କୁନି ସର୍ଦାର ଅଣ୍ଟା ଭିଡିଛନ୍ତି ।ସବୁବେଳେ ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର ପଂଚାୟତ ବାସୀ ଙ୍କ ଦୁଃଖ କୁ ସରକାର ପାଖରେ ଦାବିକରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି l ବହୁବାର ଜିଲ୍ଲାପାଳଏବଂ ବିଡ଼ିଓ ଙ୍କୁ ନିଜ ଅଞ୍ଚଳ ରେ ସମସ୍ୟା ବିଷୟରେ ଦାବି କରୁଥିବାର ଦେଖିବାକୁ ମିଳୁଛି l ଶୀତ ଦିନ ନିଜ ର ହାତରୁ ଗରିବ ଙ୍କୁ କୋମଳ ଏବଂ ବିଭିନ୍ନ କ୍ଷେତ୍ର ରେ ହାତ ବଢ଼ାଇଥାନ୍ତି l ଆଜି ଚଢ଼େଇପାହାଡି ପଂଚାୟତ ର ଡୁମୁରୁକୁଦୁର ଗାଁ ରେ 40ଟି ଶାଢ଼ୀ ଏବଂ ପାହାଡ଼ପୁର ଗାଁ ରେ 30ଟି ଶାଢ଼ୀ,10ଧୋତିଏବଂ 10ଗଞ୍ଜି ଅସହାୟ ଲୋକ ଙ୍କୁ ନିଜ ହାତ ରୁ ଖର୍ଚ୍ଚ କରି ଗରିବ ଲୋକ ମାନଙ୍କ ସାଥି ହୋଇ ପାରିଛନ୍ତି lଏହି ପରି ମହତ କାର୍ଯ୍ୟ ପାଇଁ ଅଞ୍ଚଳ ରେ ଚର୍ଚ୍ଚା ହେଉଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

୧- ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ରେ ବୃକ୍ଷ ରୋପଣ , ୨- ଭୀମଭୋଇ ସାମର୍ଥ୍ୟ ଶିବିର ରେ ୨୨୬ ଭିନ୍ନକ୍ଷମ ପଞ୍ଜୀକୃତ , ୩- ମାଳମାଳ ସମସ୍ୟା ଭିତରେ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖୁଛି ଢେଙ୍କାନାଳ”, ୪-ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର, ୫- ଗୋରୁଙ୍କ କବ୍‌ଜାରେ ରାଜରାସ୍ତା,  ସଂପୃକ୍ତ ଗୋରୁ ମାଲିକଙ୍କୁ ଚି଼ହ୍ନଟ କରି ଜୋରିମାନା ଆଦାୟ କରନ୍ତୁ , ୬- ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍ , ୭-ଢେଙ୍କାନାଳ ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , ୮- ବେଢାପାଳ ଗାଁରେ ଉତ୍ତେଜନା, ସୋଲାର ବାଡ଼କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୯- ଶିଳାନ୍ୟାସର ୫ ବର୍ଷ ପରେ ବି ଅଧାପନ୍ତରିଆ ପଡ଼ିଛି ଶିକ୍ଷକ ଭବନ,  ଶିକ୍ଷକ ମହଲରେ ଅସନ୍ତୋଷ ,୧୦-ମୃତ ସନାତନ ହେଲେ ପୁନଃର୍ଜୀବିତ,ଶବସତ୍କାରର ମାସେପରେ ଘରକୁ ଫେରିଲେ ସନାତନ , ୧୧- ମିଳିତ ଭାବେ ଗଣେଷ ପୂଜା ଭଷାଣି ପାଇଁ ନିଷ୍ପତି , ୧୨- ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ

Sunil Chandra Nayak

ବହଳଦାରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୩୦୦ ଜଣ ଆଶାୟୀ

masiha

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

masiha

Leave a Comment

error: Content is protected !!