ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଟକ ଶାଖାର ବୈଠକ ଅନୁଷ୍ଟିତ 

ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଟକ ଶାଖାର ବୈଠକ ଅନୁଷ୍ଟିତ 

କଟକ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଟକ ଶାଖାର ଏକ ବୈଠକ ନୂଆପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଶ୍ଚିମ ବଙ୍ଗରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ହିଂସା ପ୍ରତି ଗଭୀର ଶୋକ ପ୍ରକାଶ କରା ଯାଇଥିଲା । ଆଗାମୀ ଦିନ ମାନଙ୍କରେ ଯୁବପୀଢ଼ି ମାନଙ୍କୁ ରାଷ୍ଟ୍ରବାଦୀ ଭାବନାରେ ଯୋଡିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ମାନ କରାଯିବା ନେଇ ଆଲୋଚନା କରା ଯାଇଥିଲା । ଅଧ୍ୟାପକ ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ମଣ୍ଟୁ ଜେନା,ସାହିତ୍ୟିକ ଚୈତନ୍ୟ ପ୍ରସାଦ ରାଉତ,ଶିକ୍ଷାବିତ୍ ଡଃ.ସନ୍ତୋଷ କୁମାର ପଣ୍ଡା,ବ୍ୟଙ୍ଗ କବି ସୁଶିଲ କୁମାର ରାଉତ,ଇଂ.ସେବକ ଶ୍ରୀକାନ୍ତ,କବୀ ଗୀତାଞ୍ଜଳି ପୃଷ୍ଟି,ଶିକ୍ଷାବିତ୍ ବନିତା ପତି,ସାହିତ୍ୟିକ ଅରବିନ୍ଦ କର, ଶିକ୍ଷାବିତ୍ ଗୋବିନ୍ଦ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ଆଗାମୀ ଦିନ ମାନଙ୍କରେ ବିଭିନ୍ନ ସାମାଜିକ ଗଣ ମଧ୍ୟମ ଓ ପତ୍ରପତ୍ରିକା ମାନଙ୍କରେ ରାଷ୍ଟ୍ରବାଦୀ ଚିନ୍ତାଧାରାର ଲେଖାମାନ ପ୍ରକାଶିତ କରି ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

Sunil Chandra Nayak

ନିପା ର ବଡଦିନ ଉତ୍ସବ ପାଳନ     

masiha

ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!