ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ବୈଠକ ଅନୁଷ୍ଠିତ

ପେଟ୍ରୋଲ,ଡିଜେଲରୁ ଭାଟ୍ ହ୍ରାସ କରି ଲୋକମାନଙ୍କୁ ସୁବିଧା ଯୋଗାଇ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି……

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପେଟ୍ରୋଲ,ଡ଼ିଜେଲ ରୁ ଭାଟ୍ ହ୍ରାସ ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ସାଂପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢିବା ଦରକାର । ଏପରିକି କିଛି ରାଜ୍ୟରେ ପେଟ୍ରୋଲ ଡ଼ିଜେଲ ଦର ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଅଧିକ ରହିଥିବା କୁହାଯାଇଛି । କେନ୍ଦ୍ର ଡ଼୍ୟୁଟି ହ୍ରାସ ପରେ ରାଜ୍ୟ ମାନଙ୍କୁ ଭାଟ୍ ହ୍ରାସ ପାଇଁ କୁହାଯାଇଥିଲା । ଏହା ମାନି କିଛି ରାଜ୍ୟ ଭାଟ୍ ହ୍ରାସ କଲେ ଅନ୍ୟ କିଛି ରାଜ୍ୟ ଭାଟ୍ ହ୍ରାସ କଲେନି ଯାହାଫଳରେ ଲୋକ ହଇରାଣ ହୋଇଛନ୍ତି ।

ଏହା ଭିତରେ ୬ ମାସ ହୋଇଯାଇଥିବା ବେଳେ ଲୋକମାନେ ବହୁତ ହଇରାଣ ହୋଇଛନ୍ତି ବୋଲି ବୈଠକରେ କହିଛନ୍ତି ମୋଦୀ । ତେଣୁ ଭାଟ୍ ହ୍ରାସ କରି କିଛି ରାଜ୍ୟବାସୀ ମାନଙ୍କୁ ସୁବିଧା ଯୋଗାଇ ଦେବାକୁ କୁହାଯାଇଛି । ଭାଟ୍ କାଟିଥିବା କିଛି ରାଜ୍ୟ ଓ କାଟିନ ଥିବା ରାଜ୍ୟର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଛଡ଼ା ମହାରାଷ୍ଟ୍ର ,ପଶ୍ଚିମବଙ୍ଗ,ତେଲେଙ୍ଗାନା ,ତାମିଲନାଡ଼ୁ,କେରଳ ,ଝାଡ଼ଖଣ୍ଡ ଓ ଆନ୍ଧ୍ର ଭାଟ୍ କମାଇ ନାହାନ୍ତି । ଯାହାଫଳରେ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଛି ତେଣୁ । ଏବେ ଭାଟ୍ ହ୍ରାସ କରି ରାଜ୍ୟର ରାଜସ୍ୱ ବୃଦ୍ଧି କରିବା ପାଇଁ କୁହାଯାଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସ୍ବଭାବ କବି ଗଂଗାଧର୍‌ ମେହେର୍‌

Sunil Chandra Nayak

କବିତା – ଆମ ଭାଷା ଆମ ମାଆ ପରି

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ମତାନ୍ଧ ମଣିଷର ଧର୍ମ

Sunil Chandra Nayak

Leave a Comment

error: Content is protected !!