ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସଂଗ୍ରାମ ସମିତି କର୍ମକର୍ତା ନୂତନ ଥାନା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବହୁଜନ ସଂଗ୍ରାମ ସମିତି କର୍ମକର୍ତା ନୂତନ ଥାନା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼ ୧/୫(ମନୀ ସ)ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ଜୁନାଗଡ଼ ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧିକାରୀ ଶେଷଦେବ ବେହେରାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଏହି ଅବସରରେ ଜୁନାଗଡ଼ ଅଂଚଳରେ ଆଇନ ଶୃଙ୍ଖଳା, ଟ୍ରାଫିକ, ଚୋରି, ଡକାୟତି ଏବଂ ବିଭନ୍ନ ବିଷୟରେ ଆଲୋଚନା କରି ଥିଲେ।ଏଥିରେ ସଂଗଠନର ସଭାପତି ରଞ୍ଜନ କୁମାର ଜାଲ, କାର୍ଯକାରୀ ସଭାପତି ନରେନ୍ଦ୍ର କ୍ଷିତି, ସୁଶାନ୍ତ ନାଏକ ,ପୂର୍ନେନ୍ଦୁ ମାଝୀ, ମିନୁ କନ୍ଦପାନ,ଉଗ୍ରେସେନ କନ୍ଦପାନ,ରତନ ଧଙ୍ଗଡାମାଝୀ,ଇଉସୁଫ ଖାନ,ଘାସି କ୍ଷିତି,ପ୍ରମୁଖ ସମେତ ଅନେକ କର୍ମକର୍ତାଉପସ୍ଥିତ ରହି ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷାରେ ସମାଜ ବିଜ୍ଞାନରେ ଅନ୍ୱେଷା ପଟନାୟକ ଟପର

ବାଲିଯାତ୍ରାରେ ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

masiha

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ 

Sunil Chandra Nayak

Leave a Comment

error: Content is protected !!