ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାୟିକା, ରାଉରକେଲା ର ସ୍ବାଧୀନତା ଦିବସ ପାଳନ 

ନାୟିକା, ରାଉରକେଲା ର ସ୍ବାଧୀନତା ଦିବସ ପାଳନ 

ରାଉରକେଲା: ସହରର ଅନ୍ୟତମ ମହିଳା ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହିଳା ମାନଙ୍କ ମଧ୍ୟରେ ସଶକ୍ତିକରଣ, କାର୍ଯ୍ୟଦକ୍ଷତା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ପାରଦର୍ଶିତା ପାଇଁ ସାଧୁବାଦ୍ ଦେବାସହ ଅନ୍ୟ ଅନୁଷ୍ଠାନ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କନକଲତା ଦାସ,ଡଲିରାଣୀ ବ୍ରହ୍ମା, ଅନ୍ନପୂର୍ଣ୍ଣା ସ୍ବାଇଁ, ନିରୁପମା ମିଶ୍ର, ପୂର୍ଣ୍ଣିମା ପଣ୍ଡା, ସସ୍ମିତା ପାତ୍ର,ମୀନତି ମହାନ୍ତି, ଅରୁନ୍ଧତୀ ସ୍ବାଇଁ, ବୈଜୟନ୍ତୀ ବେହେରା, କ୍ଷୀରୋଦା ବାରିକ, ରୀନା ମହାନ୍ତି, ସନ୍ଧ୍ୟା ପଟ୍ଟନାୟକ,ରୁନୁ ବେକ୍,ରୀତା ଦାସ, କଲ୍ୟାଣୀ ଦାସ, ଶାନ୍ତି ଦାସ ଙ୍କ ସମେତ ବହୁ ସଂଖ୍ୟାରେ ଏସଏଚଜି ସଦସ୍ୟା ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) – ୨୦୨୬ କୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଭାପତି/ସମ୍ପାଦକମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ 

କପିଳାଶରେ ଧାନବେଣୀ ଯୁବକ ସଂଘ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ 

Sunil Chandra Nayak

ଜନସେବା କେନ୍ଦ୍ରରେ ଗରିବଙ୍କ ଆବାସ ୱାର୍କ ଅର୍ଡର ପାଇବା ପାଇଁ ହିତାଧିକାରୀ ଙ୍କ ଲମ୍ବା ଲାଇନ, ଜଣ ପିଛା ୫୦ ଟଙ୍କା ଆଦାୟ କରି କରୁଛନ୍ତି ଜନସେବା

Sunil Chandra Nayak

Leave a Comment

error: Content is protected !!