ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ ମହା ସେବାରେ ସମର୍ପିତ ବିଶିଷ୍ଟ ରକ୍ତଡାତା ପ୍ରିନ୍ସ ନନ୍ଦ (ରସାନନ୍ଦ) 

ରକ୍ତଦାନ ମହା ସେବାରେ ସମର୍ପିତ ବିଶିଷ୍ଟ ରକ୍ତଡାତା ପ୍ରିନ୍ସ ନନ୍ଦ (ରସାନନ୍ଦ) 

 କଟକ : ରାଜଧାନୀର ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବିହାର ରାଜ୍ଯର ଜନୈକ ରୋଗୀଙ୍କୁ ଜରୁରୀ କାଳୀନ ପରିସ୍ଥିତିରେ ବି + ଗ୍ରୁପ୍ ରକ୍ତର ଆବଶ୍ୟକତା ନେଇ ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ବରେଣ୍ୟ ସଂପାଦକ ପ୍ରିନ୍ସ ନନ୍ଦ(ରସାନନ୍ଦ) ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରିନ୍ସ ଜୀ ମହାଭାଗ ଏଯାବତ୍ ୨୭ ଥର ରକ୍ତଦାନ କରିଛନ୍ତି । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ନନ୍ଦ ମହୋଦୟ ଜଣେ ସାହିତ୍ୟିକ,ବାଗ୍ମୀ,ସଙ୍ଗଠକ,ଆଦର୍ଶ ପ୍ରତିଭା ଭାବେ ସର୍ବ ଜନବିଦିତ ପ୍ରେରଣାଦାୟୀ ବ୍ୟକ୍ତିତ୍ଵ । ମହାନ୍ ପ୍ରତିଭାଙ୍କୁ ବିସିଟି ପରିବାର,ସନାତନ ରକ୍ତଦାନ ସମୂହ ସମଷ୍ଟିପୁର ବିହାର ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲାରେ “ଆସ ଖେଳିବା ଆସ ଶିଖିବା” କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘତରଫରୁ ପ୍ରଫେସର ଅବନୀ ବରାଳ ଜୟନ୍ତୀ ପାଳନ

masiha

ଦଶହରା ସମୟରେ ମାସ ମାସ ଧରି ଶ୍ରମିକଙ୍କୁ ଦରମା ନାହିଁ,ସରକାରଙ୍କ ଛୁଟିଦିନ ଶନିବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ କାହାର?

masiha

Leave a Comment

error: Content is protected !!