ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନୂତନ କୋଠା ନିର୍ମାଣ ଦୁର୍ନୀତି ! 

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନୂତନ କୋଠା ନିର୍ମାଣ ଦୁର୍ନୀତି ! 

ବ୍ରହ୍ମପୁର_ ଗତ ୨୦୧୭ ମସିହାରେ ବିଶ୍ବବିଦ୍ୟାଳୟର କୋଠା ନିର୍ମାଣ ପାଇଁ ଦଶକୋଟି ଟଙ୍କା ମଞ୍ଜୁର ହୋଇ ଏହାର ପୂର୍ଣ୍ଣାଙ୍ଗ କଳେବର ପାଇଁ ଠିକାଦାରଙ୍କୁ ଦାୟିତ୍ଵ ଦିଆଯାଇଥିଲା l ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନୂତନ ଗୃହ ନିର୍ମାଣ କରାଗଲା ସତ, ହେଲେ କିଛିଦିନ ପରେ ସ୍ଥାନେ ସ୍ଥାନେ କାନ୍ଥ ସବୁ ଫାଟି ଆଁ ହୋଇ ଯାଇଛି ତ ଆଉ କେଉଁଠି କାନ୍ଥରୁ ପଲସ୍ତରା ଖସି ପଡ଼ୁଛି l ଏ ସବୁ ଦେଖିଲେ ମଞ୍ଜୁର ଅର୍ଥରେ ଠିକାଦାର ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ୁଛି l ଏବେ ପରୀକ୍ଷା ଚାଲୁଥିବାରୁ ଛାତ୍ରଛାତ୍ରୀମାନେ ଠିକରେ ବସି ପରୀକ୍ଷା ଦେଇ ପାରୁନାହାଁନ୍ତି l ଯା ଫଳରେ ବହୁ ମେଧାବୀ ଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ଯଦି ଏ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଛାତ୍ର ନେତା ସାଇ ପ୍ରସାଦ ସୁଚନା ଦେଇଛନ୍ତି l 

( ମ ନି ସ ) 

Related posts

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ ସମ୍ପନ୍ନ 

ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟୟେ ପୋଷାକ ବଣ୍ଟନ ବିତରଣ ଉତ୍ସବ

Sunil Chandra Nayak

ତ୍ରିଦିବସୀୟ ନାଟକ ମହୋତ୍ସବ :ଶେଷ ସନ୍ଧ୍ୟାରେ” ସମ୍ପର୍କ “

Sunil Chandra Nayak

Leave a Comment

error: Content is protected !!