ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର 

ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର 

କାମାକ୍ଷାନଗର (ମନିସ)17/5/25 // କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ନବଜାତ ଶିଶୁର ମୃତଦେହକୁ ପୁଲିସ ଜବତ କରିଥିବାର ଜଣାଯାଇଛି l ନବଜାତ ଶିଶୁକୁ କେହି ଜନ୍ମ କରିବା ପରେ ଚିକିତ୍ସାଳୟ ପରିସରରେ ତାକୁ ଫିଙ୍ଗି ଦେଇ ପଳେଇ ଥିବା ବେଳେ ତାକୁ କୁକୁର ଘୋଷାଡି ଖଣ୍ଡ ବିଖଣ୍ଡିତ କରୁଥିବା ସମୟରେ ରାତ୍ରି କାଳୀନ କର୍ତ୍ତବ୍ୟରେ ଥିବା କର୍ମଚାରୀ ଦେଖି ପୁଲିସକୁ ଖବର ଦେଇଥିଲେ l ତେବେ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ନବଜାତ ଶିଶୁର ମୃତ ଦେହ ପଡ଼ିଥିବା ବେଳେ ତାକୁ କୁକୁର ଘୋଷାଡ଼ିବା ନେଇ ସହରରେ ବେଶ ଆଲୋଡନ ସୃଷ୍ଟି କରିଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମଦ ଜବତ, ୨ ଗିରଫ

Sunil Chandra Nayak

ପ୍ରେମୀକ ଛାଡି ଦେଲା ପ୍ରେମିକା କୁ , ୫ମାସର ଶିଶୁ ପୁତ୍ରକୁ ଧରି ପ୍ରଚଣ୍ଡ ଖରାରେ ଥାନାର ଦ୍ୱାରସ୍ଥ,ହେଲେ ଜଣେ ମହିଳା

masiha

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

masiha

Leave a Comment

error: Content is protected !!