ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବାପ୍ରାଣ ଦମ୍ପତି ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ 

ସେବାପ୍ରାଣ ଦମ୍ପତି ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ 

କଟକ : ୪୨ମୌଜା ଝାରକଟା ନିବାସୀ ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ତାଙ୍କ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କ ବାସଭବନ ସମ୍ମୁଖରେ ଉଭୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇ ଭଜନ କୀର୍ତ୍ତନ ସହ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରାମ ମୂରବୀ ନାରାୟଣ ଲେଙ୍କା,ବ୍ରଜ କିଶୋର ବେହେରା, ବୀରବର ଲେଙ୍କା, ପ୍ରଭାତ କୁମାର ଖଟୁଆ,ଶରତ ବେହେରା,ବାଦଲ ମହାନ୍ତି, ହୃଷୀକେଶ ଜେନା,ସୁକାନ୍ତ କୁମାର ପାତ୍ର, ଅଜୟ ଦାସ,ସୁରେନ୍ଦ୍ର ବେହେରା,ଶଙ୍କର୍ଷଣ ବେହେରା, କଟକ ଜିଲ୍ଲା ଯାଦବ ମହାସଭା ସମ୍ପାଦକ ତୀର୍ଥବାସୀ ବେହେରା,ଯାଦବ ମହାସଭା ୪୨ ମୌଜା ସଭାପତି ବରିଷ୍ଠ ସାମ୍ୱାଦିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ ବେହେରା,ଟୁଟନ ବେହେରା,ଆଶିଷ ବେହେରା,ଦମ୍ପତିଙ୍କ କନ୍ୟା ଜୟନ୍ତୀ, ଭାରତୀ,ସୁକାନ୍ତି,ଆରତୀ,ରେବତୀ, ପୁତ୍ର ଚନ୍ଦ୍ରଶେଖର,ବଗୁଲି, ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବ ପ୍ରମୁଖ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାଘ ଆତଙ୍କ, ଧରାମବନ୍ଧା ଥାନା ଅନ୍ତର୍ଗତ ସିଲିଆରିବାହାରା ରେ କଲରା ପତରିଆ ବାଘ ମହିଳାଙ୍କୁ ମାରି ଖାଇଲା

masiha

ବ୍ଲକସ୍ତରୀୟ କ୍ରୁଷକ ଦିବସ ପାଳିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

ଖଣି ବିଭାଗକୁ ଆସିବାକୁ ଛନ ଛନ, ଆସିବା ବେଳେ ଓ ବଦଳି ବେଳେ ସମ୍ପତି ଯାଞ୍ଚ ହେଉ

masiha

Leave a Comment

error: Content is protected !!