ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନଏସି ର ୧୪ ଗୋଟି ୱାର୍ଡ ରେ ସୋନ୍ଦର୍ଯ୍ୟ ଓ ଆଲୋକିକରଣ କାର୍ଯ୍ୟ ତ୍ଵରାନିତ୍ଵ

ଧର୍ମଗଡ ଏନଏସି ର ୧୪ ଗୋଟି ୱାର୍ଡ ରେ ସୋନ୍ଦର୍ଯ୍ୟ ଓ ଆଲୋକିକରଣ କାର୍ଯ୍ୟ ତ୍ଵରାନିତ୍ଵ

ବିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ଼ ଅନ୍ତର୍ଗତ ୧୪ ଗୋଟି ୱାର୍ଡରେ ବାକି ରହିଥିବା ବିଭିନ୍ନ ଅଞ୍ଚଳରେ ସଡ଼କ ଆଲୁଅ ଓ ସୋନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯାଇଅଛି । ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪ ଗୋଟି ୱାର୍ଡ ରେ ସମୁଦାୟ ୬୦୦ ବିଦ୍ୟୁତ ପୋଲ ଏବଂ ୬୦୦ ଲାଇଟ ଲଗାଯିବାର ଯୋଜନା କରାଯାଇଛି।

ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କ କରକମଳରେ ଆଜି ୱାର୍ଡ ନମ୍ବର ୦୧ ଭିମଖୋଜପଡା ଠାରେ ଏନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କାଉନସିଲର ନୀଳାମ୍ବର ଦାସ ୱାର୍ଡ ଅଫିସର ଆଶିଷ କୁମାର ପଣ୍ଡା(MIS) ଗୋଷ୍ଠୀ ପରିଚାଳକ, ଯଶୋବନ୍ତ ମହାପାତ୍ର ସହକାରୀ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ଧଙ୍ଗଡାମାଝୀ Project Engineer Century LED ଶ୍ରୀ ଦେବାନନ୍ଦ ରଣା, Independent Engineer ଶ୍ରୀ ସଂଗ୍ରାମ ପରିଡ଼ା,ଭରତ ଦାସ,ଭବାନୀ ଦଣ୍ଡସେନା ଓ ଭିମଖୋଜପଡ଼ା ବାସୀ ଉପସ୍ଥିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଙ୍କଡ଼ାହାଡ଼ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ସୂଚନା ଫଳକରେ କାର୍ଯ୍ୟ

Sunil Chandra Nayak

ପ୍ରଥମ କଳାହାଣ୍ଡି ଗସ୍ତରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

masiha

ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର। ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

Sunil Chandra Nayak

Leave a Comment

error: Content is protected !!