ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସାମ୍ବାଦିକ ପାଇଲେ ଯଶଶ୍ରୀ ଭାରତ ସମ୍ମାନ 

ଯୁବ ସାମ୍ବାଦିକ ପାଇଲେ ଯଶଶ୍ରୀ ଭାରତ ସମ୍ମାନ 

ଜୁନାଗଡ଼ ୭ /୬( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ସମ୍ବାଦ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆଙ୍କୁ ଗତ ୬ ତାରିଖ ଦିନ ପୁରୀ ସ୍ଥିତ ଅନ୍ନ ପୂର୍ଣା ଥିଏଟର କାର୍ଯ୍ୟଳୟରେ ଚଳିତ ବର୍ଷ ୨୦୨୫ ର ଜାତୀୟ ମର୍ଯ୍ୟଦା ସମ୍ପନ୍ନ ସମ୍ମାନ ଯଶଶ୍ରୀ ଭାରତ ସମ୍ମାନ ସାମ୍ବାଦିକତା କ୍ଷେତ୍ରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ମର୍ଯ୍ୟାଦା ପୂର୍ଣ ସମ୍ମାନ କଲଚର।ଲ ଡେଭଲପ ମେଂଣ୍ଟ ଅଫ ଇଣ୍ଡିଆ ତରଫରୁ ପ୍ରଦାନ କରାଯାଇଥାଏ।ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ କୁ ଆରମ୍ବ କରିଥିଲେ ।ଦୀର୍ଘ ୨୫ ବର୍ଷର ସାମ୍ବାଦିକତା ଜୀବନରେ ସେ ଅନେକ ଥର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇ ସାରି ଛନ୍ତି । ହେଲେ ଗତ ୬ ତାରିଖ ଗୁରୁବାର ଦିନ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଫେଷ୍ଟିଭାଲ ଡ଼ାଇରେକ୍ଟର ତଥା ସି ଡି ଏଫ ଡ଼,ଉପେନ୍ଦ୍ର କୁମାର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ କଲଚରାଲ ଡେଭଲମେଣ୍ଟ ଫାଉଣ୍ଡେସନ ର ଅଧକ୍ଷ ତଥା ବରିଷ୍ଠ ସମାଜସେବୀ ଡ଼,ଷ୍ଟ।ଲିନ ପରିଜା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଯାତ୍ରା ଅଭିନେତା ରାଜେନ୍ଦ୍ର ପତି ,ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ କଳା ନିର୍ଦେଶକ ସୁରଜ ମହାନ୍ତି ଏବଂ ନାଟ୍ୟ ନିର୍ଦେଶକ ରାମକୃଷ୍ଣ ମହାପାତ୍ରଙ୍କ ଙ୍କ ଉପସ୍ଥିତିରେ କଲଚରାଲ ଡେଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ତ୍ରିଦିବସୀୟ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା ତାଲିମ୍ କାର୍ଯ୍ୟକ୍ରମ ୨୦୨୪ ଉଦ୍ଘାଟିତ 

masiha

ଗରଗାବ ସେକ୍ସନର ଡୋକା ଡଙ୍ଗରୀଜଙ୍ଗଲରେ ବନ ମହୋତ୍ସବ ପାଳିତ

ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ ସରପଞ୍ଚ

masiha

Leave a Comment

error: Content is protected !!