ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ବାହନ ଯାତ୍ରା 

ବିକାଶ ବାହନ ଯାତ୍ରା 

ମୟୂରଭଂଜ – ୨୦/୦୬ —  କୁସୁମୀ ବ୍ଲକ ଅନ୍ତର୍ଗତ ଆହାରବନ୍ଧ ଗ୍ରାମପଞ୍ଚାୟତ ରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମଞ୍ଜୁ ସିଂ ଯୋଗଦେଇ ପ୍ରଥମେ ରିତିନିତି ଅନୁସାରେ ଧୂପ,ଦିପ, ପ୍ରଜ୍ବଳନ କରି ବାହାନକୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଗତ କରାଯାଇଥିଲା ପରେ ପରେ ନୃତ୍ୟ ଗିତର ତାଳେ ତାଳେ ଝୁମି ଥିଲେ ମଞ୍ଚାସିନ ଅତିଥି ମୁଖ୍ୟ ବକ୍ତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବଗ୍ରାହୀ ମହାକୁଡ଼ ଉଦବୋଧନ ଦେଇ ପଞ୍ଚାୟତ ର ବିକାଶ ଦିଗରେ ସେ ଲୋକମାନଙ୍କୁ ବୁଝାଇଥିଲେ ତତ ପରେ ବିକାଶ ବାହନ ଯାତ୍ରା ରଥ ପ୍ରତି ଗାଁ ଗଣ୍ଡା ବୁଲି ବିକାଶ ଦିଗରେ ଲୋକଙ୍କୁ ସଚେତନ କରାଇଥିଲେ ସମ୍ମାନିତ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ସୁଧାଂଶୁ ଶେଖର ବାରିକ,ଏ ଡି ଇ ଓ ରଞ୍ଜନ କୁମାର ଗିରି, ସ୍ବତନ୍ତ୍ର ଅତିଥି ଭାବେ ସମିତି ସଭ୍ୟ ଆନପା ମୁର୍ମୁ, ସଂପ୍ରସାରଣ ଅଧିକାରୀ ଶେଖର ସ୍ବାଇଁ,ପ୍ରତି ପଞ୍ଚାୟତ ର ଓଡ ସଦସ୍ୟ, ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ସମସ୍ତ ଏସ ଏ ଜି ଗ୍ରୃପର ମା ମାନେ ଯୋଗଦେଇ ବିକାଶ ବାହନ ଯାତ୍ରା ରଥକୁ ସ୍ବାଗତ କରିଥିଲେ ଏବଂ ଆହାରବନ୍ଧ ଗ୍ରାମପଞ୍ଚାୟତ ବାସି ଉପସ୍ଥିତ ରହି ଯାତ୍ରାରେ ସାମିଲ ହୋଇଥିଲେ ଏବଂ ସହଯୋଗ କରିଥିଲେ ଶେଷରେ ଶ୍ରୀ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧବଳେଶ୍ଵର ମହାବିଦ୍ୟାଳୟ ରେ ନୂତନ ଛାତ୍ରଙ୍କ ସ୍ବାଗତ ସମାରୋହ

masiha

ନବରଂଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଜେ.ଡି.ସିଏ ସୁକାନ୍ତ ମିଶ୍ର ଡି.ଡି.ଏମଙ୍କ ସହ ସେତୁବନ୍ଧ ଭଳି ଘନିଷ୍ଠତା, ଡିପାର୍ଟମେଣ୍ଟ ପାଇଁ ଉଦାହରଣ

masiha

Leave a Comment

error: Content is protected !!