ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥା ଦେଇ କଥା ରଖିଲେ ମାନ୍ୟବର ଧର୍ମଗଡ଼ ବିଧାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁରୀ 

କଥା ଦେଇ କଥା ରଖିଲେ ମାନ୍ୟବର ଧର୍ମଗଡ଼ ବିଧାୟକ

ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁରୀ 

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁର ହୋଇଛି।

ଗତ ମେ ମାସରେ ମାନ୍ୟବର ବିଧାୟକ ଇଣ୍ଡୋର୍ ଷ୍ଟାଡିୟମ୍ ପରିଦର୍ଶନ କରିଥିବାବେଳେ ଖେଳପ୍ରେମି ଓ ଖେଳାଳୀ ମାନଙ୍କ ସହ ସୁବିଧା ଅସୁବିଧା ନେଇ ଆଲୋଚନା କରିଥିଲେ।ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ରେ ରହିଥିବା ବିଭିନ୍ନ ଅସୁବିଧା ନେ଼ଇ କ୍ରୀଡାବିତ ମାନେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଧାୟକ ରାଜ୍ୟସରକାରଙ୍କ କ୍ରୀଡ଼ା ଓ ଯୁବାବ୍ୟାପର ମନ୍ତ୍ରୀ ଶ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଙ୍କୁ ଭେଟି ସମସ୍ୟା ଉପରେ ଲିଖିତ ଭାବେ ଅବଗତ କରାଇଥିଲେ। ବିଧାୟକ ଙ୍କ ଉଦ୍ୟମ ରେ ରାଜ୍ୟ କ୍ରୀଡ଼ା ବିଭାଗ ଇଣ୍ଡୋର୍ ଷ୍ଟାଡିୟମ୍ ପାଇଁ ଏବେ ପ୍ରାୟ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।ଏନେଇ କ୍ରୀଡାବିତ ମାନେ ଖୁସି ହେବା ସହ ମାନ୍ୟବର ଧର୍ମଗଡ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

Sunil Chandra Nayak

କଟକ ସଦର ଉତ୍କଳ ବିକାଶ ପରିଷଦ ପୁନର୍ଗଠିତ : ସମାଜସେବୀ ପ୍ରଭାତ ସେଠୀ ବରେଣ୍ୟ ସଭାପତି 

masiha

ସମାଜ ସଂସ୍କାର ସମିତି ବଡ଼ପଡା ର ବାର୍ଷିକ ବନ୍ଧୁ ମିଳନ ରେ ସାମ୍ବାଦିକଙ୍କ ପିତା ଙ୍କ ସ୍ମୃତି ରେ ଉପଢୌକନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!