ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ୯ ଜଣ

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ୯ ଜଣ

ଖଇରା,୨୪/୭/୨୫ – ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଆଳଦା,ଖଇରା,ବାଲେଶ୍ବର ଦ୍ବାରା ତା୨୦/୭/୨୫ ରିଖ ରବିବାର ଅନୁଷ୍ଠିତ ହୋଇଥିବା ମେଧାଅନ୍ବେଷଣ ଫଳାଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୩୧ ଜଣ ଭାଗ ନେଇଥିଲେ । ସେଥିମଧ୍ୟରୁ ୯ ଜଣ ୧୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେମାନେ ହେଲେ (୧) ଦେବାଶିଷ ରାଜହଂସ, ବରଡାକଟା, ଅନୁଗୋଳ-୧୦ (୨) ସାଇକ୍ରିଷ୍ଣ ଦଳାଇ, ଅସୁରାଳି, ଭଦ୍ରକ-୧୦ (୩) ଦିଲିପ୍ କୁମାର ନାୟକ, ନରଣପଡା, କେନ୍ଦ୍ରାପଡା- ୧୦ (୪) ପ୍ରିୟଦର୍ଶିନୀ ବେହେରା, ଧୂଷୁରୀ, ଭଦ୍ରକ- ୧୦ (୫) ସାଇ ଶୁଭମ୍ ରାଉଳ, ସୋର, ବାଲେଶ୍ବର- ୧୦ (୬) ତନୁଶ୍ରୀ ରାଉଳ, ମହୁଲଗଡିଆ, ଔପଦା, ବାଲେଶ୍ବର- ୧୦ (୭) ବବୁଲୁ ବାଘ, ସିଙ୍ଗାରୀମୁଣ୍ଡା, ଅନୁଗୋଳ- ୧୦ (୮) ଶେଖ୍ ମୁନ୍ ତାଜ୍ ଖାତୁନ୍, ବରଗଡ଼- ୧୦ (୯) ଶୁଭଲକ୍ଷ୍ମୀ ବେହେରା, ଧୂଷୁରୀ, ଭଦ୍ରକ- ୧୦ । ଅନ୍ୟ ମାନଙ୍କ ମଧ୍ୟରେ ସୁଲୋଚନା ବଳ, କେଶପୁର, ସୋର, ବାଲେଶ୍ବର- ୭, ରାଜେଶ୍ବରୀ ସ୍ବାଇଁ, ପାରଳାଖେମୁଣ୍ଡି, ଗଜପତି- ୪, ରୋଶନ୍ ସାହୁ, ତରଭା, ସୋନପୁର- ୭, ସୌମ୍ଯଜିତ୍ ନାୟକ, ବାହାରବିଲ୍, ଧୂଷୁରୀ, ଭଦ୍ରକ- ୭, କାନନବାଳା ନାୟକ, ଲୁମ୍ବିନୀ ବିହାର, ଭୁବନେଶ୍ୱର- ୫, ଉପମା ରଣ, ଦେବଗଡ଼- ୬, ସ୍ବପ୍ନାଶ୍ରୀ ନାୟକ, ଧୂଷୁରୀ, ଭଦ୍ରକ- ୪, ଧ୍ଯାନଦୀପ କର, ଧୂଷୁରୀ, ଭଦ୍ରକ- ୬, ମଧୁସ୍ମିତା କର, ଧୂଷୁରୀ, ଭଦ୍ରକ- ୬, ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼- ୯, ନିବେଦିତା ପଣ୍ଡା, ରାଉରକେଲା, ସୁନ୍ଦରଗଡ଼- ୫, ଏଲିନା ପାଣିଗ୍ରାହୀ, ବାଲେଶ୍ବର- ୭, ଦେବାଂଶ ମିଶ୍ର, ଧୂଷୁରୀ, ଭଦ୍ରକ- ୮, ସୁଦେଷ୍ଟା ପାତ୍ର, ଆଳଦା, ସୋର, ବାଲେଶ୍ବର- ୮, ରେଖାରାଣୀ ବାରିକ୍, ଭୋଗପୁର, ଖଇରା, ବାଲେଶ୍ବର- ୭, ସୁଦେଷ୍ନା ପାଣ୍ଡବ, ଧୂଷୁରୀ, ଭଦ୍ରକ- ୭, ସମୀକ୍ଷା ସମନ୍ବିତା ଶତପଥୀ, ପାଣିଛତ୍ର, ଖଇରା, ବାଲେଶ୍ବର- ୭, ପୂନମ୍ ପ୍ରିୟଦର୍ଶିନୀ ପତି, ଧୂଷୁରୀ, ଭଦ୍ରକ- ୭, ପୂର୍ଣ୍ଣ ଚନ୍ଦ୍ର ସିଂହ, ଅଡରବଜାର, ବାଲେଶ୍ବର- ୬, ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର- ୫, ସାଇକ୍ରିଷ୍ଣା ସାହୁ, ମତାବାଜ, କମାଗଡ଼, ଯାଜପୁର- ୯, ସ୍ମୃତିରେଖା ମୁଦୁଲି, ସାହାଜିପାଟଣା, ଧୂଷୁରୀ, ଭଦ୍ରକ- ୦୦୦ ଅଟେ । ସମୀକ୍ଷା କରିଥିଲେ ଅପରାଜିତା ରଥ, ଭଦ୍ରକ । ତାଙ୍କୁ ସମୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ ତାଙ୍କର କୁନି ଝିଅ ସାଇ ସମୀକ୍ଷା ରଥ, ଭଦ୍ରକ । ପୁରସ୍କାର ସ୍ବରୂପ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣଙ୍କୁ ରଚନା ବହି ପ୍ରଦାନ କରାଯିବ ମୋ ଅନୁଷ୍ଠାନ ପରିବାର ତରଫରୁ ଘୋଷଣା କରାଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଉରକେଲା ଆଇନ ମହାବିଦ୍ୟାଳୟ କୁ ବି ଗ୍ରେଡ୍ ମାନ୍ୟତା, ଶୁଭେଚ୍ଛା ର ସୁଅ…

Sunil Chandra Nayak

ନୂଆପଡା ମାରାଗୁଡା ଲୋକ ମହୋତ୍ସବରେ ପଲ୍ଲୀଶ୍ରୀ ମେଳାରେ ଜମୁଛି ବେପାର

masiha

ଗୋଟିଏ ମଞ୍ଚରେ ମାଆ ପୁଅଙ୍କ ସ୍ମୁତିଶ୍ରଦ୍ଧାଞ୍ଜଳି ସଭା  

Leave a Comment

error: Content is protected !!