ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

କାମାକ୍ଷାନଗର (ମନିସ)27/7/25 — ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର : ବଡସୁଆଁଳ ଗ୍ରାମପଞ୍ଚାୟତ ବାଘବସା ଗ୍ରାମରେ ରବିବାର ଦିନ କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନର ଅଫ ଇଣ୍ଡିଆର ରାଜ୍ୟ ନିର୍ଦ୍ଦେଶିକା ନିଲିମା ରାଣୀ ପାତ୍ରଙ୍କ ନିର୍ଦ୍ଧେଶରେ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟିକୁ ଢେ଼ଙ୍କାନାଳ ଜିଲ୍ଲାର ନିମାଇଁ ଚରଣ ସ୍ୱାଇଁ ତଥା ମା ମଙ୍ଗଳା ଲଜିଷ୍ଟିକ୍ ର ଅଧକ୍ଷଙ୍କ ଦ୍ଵାରା ପରି ଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ମଙ୍ଗରାଜ ସାହୁ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ବଡ଼ସୁଆଁଳର ଜୁବ ସମାଜସେବୀ ମୁନା ସ୍ବାଇଁ ଏବଂ ତାଙ୍କ ସହିତ ଆରାଚୁଆ ଗ୍ରାମର ଦୀପକ ପାତ୍ର । ଏହି କାର୍ଯ୍ୟକ୍ରମରେ ସଚେତନତା କରିବା ସଙ୍ଗେ ସଙ୍ଗେ ପ୍ରାୟ ୩୦୦ରୁ ଉର୍ଦ୍ଧ ପରିବାରଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଜପେୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି

masiha

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ଉଚ୍ଚ ଶିକ୍ଷା, ନୈତିକତା ଓ ମାନବିକତାର ପ୍ରତୀକ : ପ୍ରାଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲା

masiha

Leave a Comment

error: Content is protected !!