ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବିକା ଯୋଷ୍ନା ବାଳା ମହାନ୍ତି ଙ୍କ ପୁଣ୍ୟ ତିଥି ପାଳିତ 

ସମାଜ ସେବିକା ଯୋଷ୍ନା ବାଳା ମହାନ୍ତି ଙ୍କ ପୁଣ୍ୟ ତିଥି ପାଳିତ 

କଟକ: ୪୨ ମୌଜା ପଟଣା ଗ୍ରାମର ଗର୍ବ ଓ ଗୌରବ ସମାଜସେବୀକା ଯୋଷ୍ନା ଵାଳା ମହାନ୍ତିଙ୍କ ଶ୍ରାଦ୍ଧ ଉତ୍ସବ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ସେ ଇରିଗେସନ ଡିଭିଜନରେ ଚାକିରି କାଳରେ ଆଦର୍ଶ ଶିକ୍ଷୟତ୍ରି ସମାଜସେବୀକା କିରଣ ବଳା ମହାନ୍ତିଙ୍କ ସହ ମିଶି ସମାଜ ସେବା କରୁଥିଲେ। ତାଙ୍କର ପୁଣ୍ୟ ତିଥିରେ ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ମହାସଚିବ ରୁଦ୍ର ନାରାୟଣ ଦାସ,ଉପଦେଷ୍ଟା ଇଞ୍ଜିନିୟର ସେବକ ଶ୍ରୀକାନ୍ତ,ଚନ୍ଦନ ମହାନ୍ତି,ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ,ସନ୍ତୋଷ କୁମାର ଭୋଇ,କୂଳ ପୁରୋହିତ ଶକ୍ତି ଦତ୍ତ ଆଚାର୍ଯ୍ୟ (ଲଲୁଆ ନନା),କୋଷାଧ୍ୟକ୍ଷ ଶୁଭେନ୍ଦୁ ବରଣ ଦାସ ମହାପାତ୍ର,ଶ୍ରାବାନ୍ତିକା ମହାନ୍ତି ପ୍ରମୁଖ ପ୍ରଭୁତି ସ୍ମୃତି ଚାରଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

ଭାଲୁ ଆକ୍ରମଣରେ ନାବାଳକ ଆହତ 

masiha

ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଦାବି ତେଜିଲା

Sunil Chandra Nayak

Leave a Comment

error: Content is protected !!