ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିୱାଇଏଫଆଇ ର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୦ ଓ ରାଜ୍ୟ ସମ୍ମିଳନୀ ଆସନ୍ତା ୩୦ ରେ …

ଡିୱାଇଏଫଆଇ ର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୦ ଓ ରାଜ୍ୟ ସମ୍ମିଳନୀ ଆସନ୍ତା ୩୦ ରେ …

ରାଉରକେଲା: ଆଜି ଡିୱାଇଏଫଆଇ ର ୭ମ ରାଉରକେଲା ଆଂଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଏକ ୧୫ ଜଣିଆ କମିଟି ଗଠନ ହେବା ସହିତ ସତ୍ୟମ୍ ତନ୍ତୀ ସଭାପତି ଓ ଲଲାଟେନ୍ଦୁ ନାୟକ ସଂପାଦକ ନିର୍ବାଚିତ ହୋଇଛନ୍ତି। ଆଗାମୀ ଅଗଷ୍ଟ ୧୦ ତାରିଖ ବଣାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନ ର ୧୪ ତମ ଜିଲ୍ଲା ସମ୍ମିଳନୀ ଓ ଅଗଷ୍ଟ ୩୦-୩୧ ରେ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନ ର ୧୩ ତମ ରାଜ୍ୟ ସମ୍ମିଳନୀ କୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯିବା ସହିତ ଆଗାମୀ ଦିନରେ ଯୁବ ସମାଜକୁ ସଂଗଠନ ରେ ସାମିଲ କରି ଯୁବ ଆନ୍ଦୋଳନ ଗଢ଼ି ତୋଳିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଦାମ ପାହାଡ଼ ଉଚ୍ଚ ବିଦ୍ୟାଳରେ ଯୋଗ ପ୍ରଶିକ୍ଷଣ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ 

Sunil Chandra Nayak

ଜୁନାଗଡ଼ ରେ ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!