ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 

କଟକ : ପବିତ୍ର ରକ୍ଷା ବନ୍ଧନ ଭାଇ ଭଉଣୀର ଅତୁଟ ସମ୍ପର୍କ ଆଉ ପବିତ୍ର ବନ୍ଧନକୁ ରାକ୍ଷୀର ଡୋରରେ ବନ୍ଧିବାର ଆଜି ସ୍ମରଣୀୟ ଦିନଟିଏ । ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଓ ଆନନ୍ଦମୟ ମନୋଜ୍ଞ ପରିବେଶ ମଧ୍ୟରେ ବଡ଼ ଭାଇ ବିଶିଷ୍ଟ ସମାଜସେବୀ ଶୁଭାଶିଷ ସାହୁଙ୍କ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସି ଥିଲେ ଶ୍ରଧେୟା ଭଗ୍ନୀ ଝୁନାରାଣୀ ବେଉରା । ଆଜି ଏହି ଉତ୍ସବ ଖୁବ୍ ଶ୍ରଦ୍ଧା ସହ ଆଡମ୍ବରରେ ବିଭିନ୍ନ ସ୍ଥାନରେ ପାଳନ କରା ଯାଉଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିବେକାନନ୍ଦ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ପାଳନ : ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ରେ ଏବିଭିପି ଶାଖା ଉଦଘାଟିତ 

masiha

ଜନ ମଙ୍ଗଳ ପକ୍ଷରୁ ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଅନୁଷ୍ଠିତ: ୫୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!