ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବାଶ୍ରମରେ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ପାଳିଲେ ରକ୍ଷାବନ୍ଧନ ପର୍ବ

ସେବାଶ୍ରମରେ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ପାଳିଲେ ରକ୍ଷାବନ୍ଧନ ପର୍ବ

ଖଇରା,୦୯/୮/୨୫ – ପବିତ୍ର ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ଡଗରପଡା ସ୍ଥିତ ” ବିବେକ ଭାରତୀ ସେବାଶ୍ରମ ” ରେ ରକ୍ଷା ବନ୍ଧନ ପାଳନ କଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ, ଆଶ୍ରମ ର ମୁଖ୍ୟ ପରିଚାଳକ ଲମ୍ବୋଦର ଦଳାଇଙ୍କ ଉପସ୍ଥିତିରେ ରାଜେଶ ମହାକୁଡଙ୍କ ପତ୍ନୀ ସୁରୟାନସୀ ମହାକୁଡ, ଅରୋଶରନ ମହାକୁଡ, ମହାକୁଡ ସ୍ପନ୍ଦନ ରାଜ ଉପସ୍ଥିତ ରହି ୧୧୦ ଅନ୍ତେବାସୀ ଙ୍କୁ ଖାତା, ପେନ୍, ପେନସିଲ , ଖେଳ ସମାଗ୍ରୀ ଦେବା ସହିତ ମିଠା ଖୁଆଇ ସମସ୍ତ ପିଲାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଉପସ୍ଥିତ ସମସ୍ତ ପିଲା ମାନେ ଉତ୍ସାହିତ ସହକାରେ ଆନନ୍ଦିତ ହୋଇଥିଲେ । ଏଇଭଳି ସମାଜସେବା କାର୍ଯ୍ୟ ପାଇଁ ଅଞ୍ଚଳରେ ଶ୍ରୀ ମହାକୁଡ଼ଙ୍କ ସୁନାମ ରହିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସଡକ ଦୁର୍ଘଟଣାରେ ଅଦ୍ଧାପକ ଗୁରୁତର,କଟକ ସ୍ଥାନାନ୍ତର

Sunil Chandra Nayak

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ 

Sunil Chandra Nayak

ଡ୍ରାଇଭର ମହାସଂଘର ଡ୍ରାଇଭର ଦିବସ ପାଳିତ

masiha

Leave a Comment

error: Content is protected !!