ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଳକ ! ମାଣିକପୁର ପଞ୍ଚାୟତର ଆମଦାଵେଡା ଗ୍ରାମରେ ହାତୀ ଉପଦ୍ରବ; ଧାନ କିଆରି ନଷ୍ଟ

  ବିଜାତଳା ବ୍ଳକ ! ମାଣିକପୁର ପଞ୍ଚାୟତର ଆମଦାଵେଡା ଗ୍ରାମରେ ହାତୀ ଉପଦ୍ରବ; ଧାନ କିଆରି ନଷ୍ଟ

 ମୟୂରଭଂଜ- ୧୦/୮ — ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମାଣିକପୁର ପଂଚାୟତ ର ଆମଦାବେଡା ଗ୍ରାମରେ ହାତୀ ଉପଦ୍ରବ କରି ଧାନ ବିଲରେ ବ୍ୟାପକ ତଳି ନଷ୍ଟ କରି ଦେଇଛନ୍ତି । ସୂଚନା ଯେ ଶନିବାର ରାତିରେ ଆମଦାବେଡା ଗ୍ରଗମର ଛୋଟରାଇ ମୁର୍ମୁ, ଯଶବନ୍ତ ଟୁଡୁ, ବନ ବିହାରୀ ମୁର୍ମୁ ଏବଂ ଗୌରୀ ମୁର୍ମୁ ଙ୍କ ଦିନ ବିଲରେ ତଳି,ଧିନରୁଆ ଦଳି ଚିକିଟି ନଷ୍ଟ କରି ଦେଇଛନ୍ତ l ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ‌ଵର୍ତ୍ତମାନ ଚାଷୀ ତଳି ପକାଇବ କେବେ ,ତଳି ହେବ କେବେ ଏବଂ ଧୋଇବା କରିବ କେବେ ନେଇ ଚାଷୀ ଚିନ୍ତିତ ।ଆଖପାଖ ଚାଷୀମାନେ ମଧ୍ୟ ରାତିରେ ହାତୀ ଆସି କାଳେ ସେମାନଙ୍କ ବିଲ ର ତଳି ନଷ୍ଟ କରିଦେବା ତାହାକୁ ନେଇ ଚିନ୍ତିତ !

 ନିକଟସ୍ଥ ଜଙ୍ଗଲରୁ ହାତୀପଲ ବାରମ୍ବାର ଗ୍ରାମାଭିମୁଖି ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଚାଷୀଭାଇମାନେ ଭୟଭୀତ ଓ ଚିନ୍ତିତ ହୋଇପଡିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି l

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

masiha

ସଂଗ୍ରାମୀ ଅଶୋକ ଭୋଇ ଅମର ରହେ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଯୁକ୍ତ ଦୁଇ ଓ ମାଟ୍ରିକ ରେ ଉତ୍ତମ ପ୍ରଦର୍ଶନ କରିଥିବା ୨୭କୃତୀ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!