ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅଂଚଳରେ ବର୍ତ୍ତମାନ ୟୁରିଆ ସାର ର ଘୋର ଅଭାବ ଦେଖିବାକୁ ମିଳୁଛି I ଆବଶ୍ୟକ ସମୟରେ ଚାଷୀ ସାର ନ ପାଇ ଏ ଡିଲର ରୁ ସେ ଡିଲର ପାଖକୁ ଧାଉଁ ଥିବା ଦେଖାଯାଏ I ଆଉ ଯେଉଁଠି ମିଳିଲା ସେଠାରୁ ସରକାରୀ ଧାର୍ଯ୍ୟ ଠାରୁ ୨ରୁ୩ ଗୁଣା ଦରରେ ସାର କିଣି ଚାଷୀ ଶୋଷଣ ର ଶିକାର ହେଉଥିବା କୁହାଯାଉଛି I କର୍ଲାମୁଣ୍ଡା ବ୍ଲକର କର୍ଲାମୁଣ୍ଡା, ତେରେସିଙ୍ଗା, ରିଷିଡ଼ା, ଗଜବାହାଲ, ପୌରକେଲା, ରାଜପୁର, ଏସ. ମାଳପଡ଼ା, ରିଞ୍ଜା, ରେଗଡ଼ା, ସାପଲହରା, ବୋରପଦର, ଯୋରାଡବରା ପଞ୍ଚାୟତରେ ସାର ର ଅଭାବ ଯୋଗୁଁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି I ଏଣୁ ଏଥି ପ୍ରତି ଦୃଷ୍ଟିଦେବାକୁ ଚାଷୀ ମହଲରେ ଦାବି ହେଉଛି I 

Related posts

ଗୋଲାମୁଣ୍ଡା : ପିକଅପ ଦୁର୍ଘଟଣା…. ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

masiha

ମେଳାପି ମହିଳାଙ୍କ ୭୫ବର୍ଷରେ ଦେହାନ୍ତ

Sunil Chandra Nayak

ପ୍ରଚାର ପ୍ରସାର ଅଭାବରୁ ଫେଲ ମାରିଲା ଅଭିଯୋଗ ଶୁଣାଣି, ୧୫ ଗୋଟି ଅଭିଯୋଗରେ ଶେଷ ହେଲା ଶୁଣାଣି

masiha

Leave a Comment

error: Content is protected !!