ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ 

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ 

କଟକ : ୪୨ ମୌଜା ରାଉତରାପୁର ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୂନତା ଦିବସ ଅଧ୍ଯକ୍ଷା ସାଗରିକା ପତିଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ହୋଇ ମୁଖ୍ୟ ଅତିଥି ପ୍ରାଧ୍ୟାପକ ଡକ୍ଟର କଲ୍ଲିମୁଲ୍ଲା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ପାର୍ବତୀ ବିଦ୍ୟାପୀଠ ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପତି,ବିଦ୍ୟାଳୟର ସମ୍ପାଦକ ସକିଲ୍ ଅକତର୍ ଖାଁ, ସଭାପତି ଡକ୍ଟର ଜାହିର ବେଗ,ଡକ୍ଟର ଜମାଲ ଆରା,ଅଭିଭାବକମାନେ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ମାନେ ପ୍ୟାରେଡରେ ଯୋଗଦେଇ ଅତିଥି ମାନଙ୍କୁ ସମ୍ବୋଧନ କରିଥିଲେ । ଅତି ଅତିଥି ବର୍ଗ ଦିବସର ମହତ୍ତ୍ବ ଏବଂ ଭଲ ନାଗରିକ ହୋଇ ସୁସୁ ସମାଜ ଗଠନ କରିବାରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

Sunil Chandra Nayak

ଓଡ଼ିଆ ପୁଅକୁ ଦିଲ୍ଲୀରେ ଡକ୍ଟରେଟ ସମ୍ମାନୀତ

Sunil Chandra Nayak

ଅଜଣା ଗାଡି ଧକ୍କାରେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!