ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ସହର ରେ ଥିବା ଶ୍ରୀ ଶ୍ରୀ ବାସବି କନ୍ୟକା ପରମେଶ୍ବରୀ ମନ୍ଦିରରେ ଶ୍ରାବଣ ଶୁକ୍ରବାର ଙ୍କୁଙ୍କୁମ୍ ପୂଜା ଅର୍ଚନା ମହା ଆଡ଼ମ୍ବର ରେ ପାଳିତ ଯୋଗ ଦେଲେ ଶହ ଶହ ସଂଖ୍ୟାରେ ମହିଳା ଭକ୍ତ

ନବରଙ୍ଗପୁର ସହର ରେ ଥିବା ଶ୍ରୀ ଶ୍ରୀ ବାସବି କନ୍ୟକା ପରମେଶ୍ବରୀ ମନ୍ଦିରରେ ଶ୍ରାବଣ ଶୁକ୍ରବାର ଙ୍କୁଙ୍କୁମ୍ ପୂଜା ଅର୍ଚନା ମହା ଆଡ଼ମ୍ବର ରେ ପାଳିତ ଯୋଗ ଦେଲେ ଶହ ଶହ ସଂଖ୍ୟାରେ ମହିଳା ଭକ୍ତ 

ନବରଙ୍ଗପୁର ଜିଲ୍ଲା :(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସହରରେ ଥିବା ଶ୍ରୀଶ୍ରୀଶ୍ରୀ ବାସବି କନିକା ପରମେଶ୍ୱରୀ ମନ୍ଦିର କମିଟି ତରଫରୁ ଶୁକ୍ରବାର ଶ୍ରାବଣ ମାସ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ବଡ଼ ଆଡ଼ମ୍ବର ସହ ବିଶାଳ ପୂଜା ମନ୍ଦିର କମିଟି ତରଫରୁ ଆୟୋଜନ କରିଥିଲେ । ଭାଦ୍ରବ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି, ଅଶ୍ଵିନୀ ମେଷ, ଶ୍ରୀ କୃଷ୍ଣଜନ୍ମ ଅଷ୍ଟମୀ ମଧ୍ୟ୍ୟ ପୂଜା ଅର୍ଚନା ଶୁକ୍ରବାର ପାଳନ କରାଯାଇ ଥିଲା । ଶ୍ରୀଶ୍ରୀଶ୍ରୀ.କନିକା ପରମେଶ୍ୱରୀ ମନ୍ଦିର ପ୍ରlଗଣ ଏକଲକ୍ଷ ଗୋତ୍ର ସହ ଙ୍କୁଙ୍କୁମ୍ ଅର୍ଚନା ପୂଜା ପି . ନାଗେଶ୍ୱର ଶର୍ମା ସମେତ ବିଶାଖାପାଟଣମ୍ ତିନି ଜଣ, ଜୟପୁର ଦୁଇଜଣ,ବୋରିଗୁମ୍ମା ରୁ ଦୁଇଜଣ ପୂରହିତ ଏହି ପୂଜା ଅର୍ଚନା ରେ ଉପସ୍ଥିତ ଥିଲେ ।

 ଏଥିରେ ୫୫୦ ରୁ ଉର୍ଦ୍ଧ ମହିଳା ଉପବାସ ରହି ଏହି ବିଶାଳ ପୂଜାରେ ସାମିଲ ହେଇଥିଲେ ଏବଂ ଚାରିହଜାରୁ ଉର୍ଦ୍ଧ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା ! ମନ୍ଦିର କମିଟି ର ସଭ୍ୟସଭ୍ୟା ମାନେ ସହଯୋଗର ହାତ ବଢାଇଥଲେ ! ନବରଙ୍ଗପୁର ମୁନ୍ସିପାଲଟି ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ କୁନୁ ନାୟକ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଯୁକ୍ତ ଗୋରିଶଙ୍କର ମାଝୀ ସହ ତାଙ୍କ ଧର୍ମ ପତ୍ନୀ ବି ଏହି ବିଶାଳ ପୂଜାରେ ଯୋଗ ଦେଇଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚିଚୈଗୁଡା ସରକାରୀ ହାଇସ୍କୁଲରେ ପି.ଏମ୍.ଶ୍ରୀ ବାର୍ଷିକ କ୍ରୀଡା

masiha

ଓଡିଶା ସାହିତ୍ଯ ଏକାଡେମୀ ର ସଫଳ କାର୍ଯ୍ୟକ୍ରମ “ଆମ ଗାଁ ଆମ ସାହିତ୍ଯ”

Sunil Chandra Nayak

ଟ୍ରକ ବାଇକ ମୁହାଁ ମୁହିଁ ଧକ୍କା ୨ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!