ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ରାଇରଙ୍ଗପୁର ତରଫରୁ ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ! ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ରାଇରଙ୍ଗପୁର ତରଫରୁ ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ! ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

 ମୟୂରଭଂଜ- ୧୬/୦୮ –;ରାଜସ୍ଵ ଆଦାୟ,,ଜମି ମାପଚୁପ,ଜମି ଚିହ୍ନଟ,ହିତାଧିକାରୀଙ୍କ ଆୟ,ବାସ ସ୍ଥାନ,ମୃତ୍ୟୁ କାଳୀନ ପ୍ରମାଣପତ୍ର,ଜାତିଗତ ପ୍ରମାଣ ପତ୍ର,କ୍ଷେତ୍ର ପରିଦର୍ଶନ ସବୁକିଛି ତୃଣମୂଳ ସ୍ତରରେ କାମ କରୁଛନ୍ତି ରାଜସ୍ଵ କ୍ଷେତ୍ର ଅଧିକାରୀ ମାନେ ।କିନ୍ତୁ ସରକାର ଏହି ଅଧିକାରୀଙ୍କ ଦିର୍ଘ ବର୍ଷର ଦାବିକୁ ପୂରଣ କରୁ ନାହାନ୍ତି ।ଯାହାଫଳରେ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।ଆଜି ରାଇରଙ୍ଗପୁର‌ ରାଜସ୍ବ କ୍ଷେତ୍ର ସେଅଧିକାରୀ ସ୍ଘର‌କର୍ମକର୍ତା ଓ ସଦସ୍ୟମାନେ ବିଭିନ୍ନ‌ଦାବି ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ବ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଭାରା ପ୍ରାପ୍ତ ତହସିଲଦାର‌ସୁଧାକାର ସେଠୀଙ୍କୁ ପ୍ରଦାନ କରିଛନ୍ତି ।ସେମାନଙ୍କର ମୁଖ୍ୟ ଦାବି ହେଲା ସେମାନଙ୍କୁ କଣ ରାଜସ୍ଵ କାମରେ ନିୟୋଜିତ କରା ନ ଯାଉ ,ସମସ୍ତ ଆରଆଇ କାର୍ଯ୍ୟାଳୟରେ ସମସ୍ତ ପଦବୀ ପୂରଣ କରାଯାଉ,ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଦିଆଯାଉ ,ଗ୍ରୁପ ଡି ପଦବୀ ୩୦ ଦିନ ମଧ୍ୟରେ ପୂରଣ କରାଯାଉ,କାର୍ଯ୍ୟାଳୟର ଭିତିଭୂମି ସୁଦୃଢ,ସେମାନଙ୍କୁ ଲାପ ଟପ୍,ପ୍ରିଣ୍ଟର,୩୦୦ ଟଙ୍କା ଇଣ୍ଟରନେଟ ଆଲାଉନ୍ସ ଏବଂ ଇଣ୍ଟର ନେଟ ୧୫ ଦିନ ମଧ୍ୟରେ ଯୋଗାଇ ଦିଆଯାଉ ,ଏଆରଆଇ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କରାଯିବା ସହ ସହକାରୀ ଏ ଆର ଆଇ ବଦଳରେ ଅତିରିକ୍ତ ଆର ଆଇ ମାନ୍ୟତା ଦିଆଯାଉ,ଧାନ ଉତ୍ପାଦନ କୃଷକ ପଞ୍ଜିକରଣକୁ ଚାଷୀମାନଙ୍କ ନିଜସ୍ବ ସ୍ଵାକ୍ଷର ଚୁକ୍ତିନାମାକୁ ଗ୍ରହଣ କରାଯିବା ସହ ଆର ଆଇ ମାନଙ୍କୁ ଦାୟିତ୍ଵ ରୁ ମୁକ୍ତ କରାଯାଉ,ସି୨ସି ର ସଚେତନତା ଓ ପ୍ରଚାର ଗଣମାଧ୍ୟମ,ପୋଷ୍ଟର ଓ ବାନରରେ କରାଯିବା ଇତ୍ଯାଦି ।ଦାବିପତ୍ର ପ୍ରଦାନ କରିଥିଲେ ରାଜସ୍ବ ସୁପରଭାଇଜର ଇଂ ନିହାର କୁମାର ପାତ୍ର,ରାଜେନ୍ଦ୍ର ଜ୍ୟୋତିଷ,ରତିକାନ୍ତ ପାତ୍ର,ପ୍ରତିଭା ମହାନ୍ତି,ସୁନା ରାମ ମୁର୍ମୁ,ଗାୟତ୍ରୀ କୁମ୍ଭକାର,କର୍ମିଳା ମୁର୍ମୁ, ଇଂ ରଞ୍ଜନ ମହାନ୍ତ, ପ୍ରତିଭା ମହାନ୍ତ, ରତିକାନ୍ତ ଧୀର ପ୍ରମୁଖ ସାମିଲ ହୋଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଶଙ୍ଖ କ୍ଷେତ୍ର ଆୱାର୍ଡ଼ ରେ ସମ୍ମାନିତ ହେଲେ ଥୁଆମୁଳ ରାମପୁର ବ୍ଲକର କଳାକାର ଲମ୍ବୋଦର ନାଏକ 

ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର, ଅନୁପସ୍ଥିତ ଅନେକ ବିଭାଗର ଅଧିକାରୀ

Leave a Comment

error: Content is protected !!