ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଳକ! ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ ଧାନ ଫସଲ ନଷ୍ଟ

ବିଜାତଳା ବ୍ଳକ! ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ ଧାନ ଫସଲ ନଷ୍ଟ

 ମୟୂରଭଂଜ- ୧୭/୦୮ — ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ମାଣିକପୁର ଗ୍ରାମ ଏବଂ ପାଉଁଶିଆ ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନବିଲକୁ ଶନିବାର ରାତିରେ ଦଳି ଚକଟି ନଷ୍ଟ କରିଥିବା ଗ୍ରାମବାସୀ କହୁଛନ୍ତି ।ଚାଷୀମାନେ ହେଲେ ମାଙ୍ଗାତ ସୋରେନ,ସୁରେନ୍ଦ୍ର ହେମ୍ବ୍ରମ,କାରୁ ବାସ୍କେ ଏବଂ ଅନ୍ୟ ଚାଷୀବୃନ୍ଦ ।ଧାନବିଲ ନଷ୍ଟ ଦେଖି ଚାଷୀ ମୁଣ୍ଡରେ ହାତ ହାତ ଦେଇଛନ୍ତି ।ତେଣୁ ପ୍ରଶାସନ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସହାୟତା ରାଶି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବାପାଙ୍କ ମୃତ୍ୟୁ ଓ ମାଆଙ୍କ ଅନ୍ୟତ୍ର ବିବାହ ପରେ ଅସହାୟ ଦୁଇ ନାବାଳକ ସନ୍ତାନ

masiha

ଗଛ ଲଗାଅ:ପରିବେଶ ସୁରକ୍ଷା କର:ଗ୍ରୀଷ୍ମ ପ୍ରବାହ କୁ ରୋକ 

masiha

ବିଜୁ ଏକ୍ସପ୍ରେସ ୱେ ରେ ପୁଣି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଟ୍ରାକ୍ଟର ଚାଳକ

Sunil Chandra Nayak

Leave a Comment

error: Content is protected !!