ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ଡାବୁଗାଁ ବେହାଲ 

ଲଗାଣ ବର୍ଷାରେ ଡାବୁଗାଁ ବେହାଲ 

ନବରଙ୍ଗପୁର :(୧୮|୮)(ରବି ନାରାୟଣ ମହାନ୍ତି)ଲଘୁଚାପ ପ୍ରଭାବରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ବିଭନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ହନ୍ତସନ୍ତ ହେଉଥିବା ସୋମବାର ଦେଖିବକୁ ମିଳିଛି। ବର୍ଷା ଯୋଗୁଁ ସୋମବାର ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ରେଡ୍ ୱାରନିଂଙ୍ଗ ଥିବା ନବରଙ୍ଗପୁର ଜିଲ୍ଲାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ , ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଅନେକ ଯାଗାରେ ବର୍ଷା ଯୋଗୁଁ ରାସ୍ତା ଘାଟ ଜଳ ମଗ୍ନ ହୋଇଯାଇଅଛି । କୌଣସି ଯାଗାରେ ଯେପରି ବର୍ଷା ଯୋଗୁଁ ଧନ ଜୀବନ ନଷ୍ଟ ନ ହୁଏ, ସେ ନେଇ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶରେ ପ୍ରଶାସନ ସଜାଗ ରହିଥିବା ଦେଖିବାକୁ ମିଳିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାହୁଡ଼ାଯାତ – ରଙ୍ଗତୁଳୀରେ ଜଗନ୍ନାଥ

Sunil Chandra Nayak

ଚାଷୀଙ୍କ ବିକଳ ଚିତ୍ର ପ୍ରକାଶ ପରେ ତେଜିଲା ପ୍ରଶାସନ , ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ

ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!