ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁବ୍ୟ।ଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଉପକରଣ ବଣ୍ଟନଓ ପରୀକ୍ଷଣ କ୍ୟାମ୍ପ

ଦୁବ୍ୟ।ଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଉପକରଣ ବଣ୍ଟନଓ ପରୀକ୍ଷଣ କ୍ୟାମ୍ପ

ଜୁନାଗଡ଼,୪/୯(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଶିକ୍ଷ୍ୟା ଅଧିକାରୀଙ୍କ ଅଧ୍ୟକ୍ଷତାରେସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ର ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଉପକରଣ ବଣ୍ଟନ ଓ ପରୀକ୍ଷଣ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷ୍ୟା ଅଧିକାରୀ ତପନ କୁମାର ମାଝୀ,ଏବିଇଓ ସୁଶାନ୍ତ କୁମାର ଠାକୁର ଏବିଇଓ କ୍ଷୀରୋଦ ଭୋଇ,ସି ଆର ସିସି ସୁନୀଲ ଦାସ,ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ପ୍ରା।ପ୍ରମୁଖ ଯୋଗ ଦେଇ ୪୬ଜଣ ଦିବ୍ୟଙ୍ଗା ଛାତ୍ର ଛାତ୍ରୀ ଙ୍କୁ ସୁଗମ୍ୟ କେନ, ଟ୍ରାଇ ସାଇକେଲ ,ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର, ବ୍ରେଲି କୀଟ, ସ୍ମାର୍ଟ ଫୋନ ଇତ୍ୟାଦି ବଣ୍ଟନ କରି ଥିଲେ।କାର୍ଯ୍ୟକ୍ରମ ରେ ଆଲିମକୋ ଭୁବନେଶ୍ୱର ରୁ ଆସିଥିବା ଡା. ଅନୀଲ କୁମାର ନାୟକ ଓ ଡା. ରାଜଶ୍ରୀ ପ୍ରିୟଦର୍ଶିନୀ ଯୋଗ ଦେଇ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କ୍ୟାମ୍ପରେ ପ୍ରାୟ ୨୯୦ ଜଣ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହି ଥିଲେ।ବିଆରପି ବିଶ୍ୱରଞ୍ଜନ ବୈଠାରୁ,କାର୍ତ୍ତିକ ସରାଫ ସମେତ ସମସ୍ତ ଆଇ. ଇ. ଭି ଏଥିରେ ସକ୍ରିୟ ସହଯୋଗ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

masiha

Leave a Comment

error: Content is protected !!