ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶ୍ରଦ୍ଧାଞ୍ଜଳି ପ୍ରଦାନ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶ୍ରଦ୍ଧାଞ୍ଜଳି ପ୍ରଦାନ

ନୂଆପଡା,୦୯/୦୯(ସୁଜିତ କୁମାର ପ୍ରଧାନ) ନୂଆପଡା ବିଧାୟକ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ପଡୋଶୀ ଛତିଶଗଡ଼ ସୀମା ରୁ ପାର୍ଥବ ଶରୀର ଓଡ଼ିଶା ରେ ପ୍ରବେଶ କରିଥିଲା। ବିଶାଲ ଶୋଭାଯାତ୍ରା ରେ ଖଡ଼ିଆର ରୋଡ ଏବଂ ନୂଆପଡ଼ା ନଗର ପରିକ୍ରମା କରିଥିଲା। ଜାତୀୟ ରାଜପଥ ଉଭୟ କଡ ରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିପୁଳ ଜନସମାଗମ। ଲୋକ ପ୍ରିୟ ନେତା ଯୋଗୁଁ ତାଙ୍କ ଅନ୍ତିମ ଦର୍ଶନ ଏବଂ ଗଭୀର ଶ୍ରଦ୍ଧାଞ୍ଜଲି ଜଣାଇଛନ୍ତି।

Related posts

ନବରଙ୍ଗପୁର ଜିଲ୍ଲା ନିପା ସଂଘର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଗୋଇପଟା ଠାରେ ସିଆରପିଏଫର ଜନସମ୍ପର୍କ କାର୍ଯ୍ୟକ୍ରମ

Sunil Chandra Nayak

ଯୋଗାଣ ସହାୟକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

Sunil Chandra Nayak

Leave a Comment

error: Content is protected !!