ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳି ଥାନାକୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ

ହିଞ୍ଜିଳି ଥାନାକୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ

ହିଞ୍ଜିଳିକାଟୁ,ତା ୧୨/୫ ସୋମବାର ଅପରାହ୍ନ ସମୟରେ ହିଞ୍ଜିଳି ଥାନା ପରିଦର୍ଶନ କରିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର । ଖରିଡ଼ା ହତ୍ୟା ଘଟଣାରେ ଉଭୟ ନାବାଳକ ଅଭିଯୁକ୍ତ ଥିବାରୁ ସେମାନଙ୍କ ସୁରକ୍ଷା ଓ ସ୍ଥିତି ପରଖିବା ସହ ମାନସିକତା ପରିବର୍ତ୍ତନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଥାନାଧିକାରୀଙ୍କୁ ରିପୋର୍ଟ ପାଇଁ ଜଣାଇଥିଲେ । ହିଞ୍ଜିଳି ଥାନା ପରିସରରେ ଶିଶୁ ଉଦ୍ୟାନ ପାଇଁ ପ୍ରସ୍ତାବ ରଖିଥିଲେ । ତା ‘ସହ ମହିଳା ଓ ଶିଶୁ ବିକାଶ ଡେସ୍କ ବୁଲି ଖୁସି ପ୍ରକଟ କରିଥିଲେ । ଅନ୍ୟାନ୍ୟ ଶିଶୁ ସୁରକ୍ଷା ଆଇନ ଅଧୀନରେ ଥିବା ମାମଲାର ଅଗ୍ରଗତି ଉପରେ ଥାନାଧିକାରୀ ଶ୍ରୀନିବାସ ସେଠୀଙ୍କୁ ପଚାରି ବୁଝିଥିଲେ ।ଗସ୍ତ ସମୟରେ ଥାନାର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

 

Related posts

ସି ଆଇ ଟି ୟୁ ଓ ସି ସି ୟୁ ଏ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ  ଶ୍ରମ କୋର୍ଡ ବିରୁଦ୍ଧରେ ମେ ୨୦ ଦେଶବ୍ୟାପୀ ଧର୍ମଘଟ କୁ ସଫଳ ପାଇଁ ଶ୍ରମିକ ଶ୍ରେଣୀ କୁ ଆହ୍ୱାନ

masiha

ଵହଳଦା! ବାଗଡେଗା ଗ୍ରାମରେ୪୧ ତମ ମା’ ଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

masiha

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

masiha

Leave a Comment

error: Content is protected !!