ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ପାଣି ରେ ଭାସି ଗଲେ ବ୍ୟକ୍ତି , ୧୫ ଘଣ୍ଟା ପରେ ଶବ ଉଦ୍ଧାର 

କେନାଲ ପାଣି ରେ ଭାସି ଗଲେ ବ୍ୟକ୍ତି , ୧୫ ଘଣ୍ଟା ପରେ ଶବ ଉଦ୍ଧାର 

ଜୁନାଗଡ଼୨୪/୯(ମନୀସ)କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ତାଲପଦର୍ ଗ୍ରାମ ର ଦକ୍ଷିଣ କେନାଲ ରେ ଗତକାଲି ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ଗ୍ରାମ ର ଦ୍ରୋଣ ବାଗ (୫୫) ଅପରାହ୍ନ ୪ଟାରେ ନିଖୋଜ ହେଇ ଯାଇ ଥିଲେ।ପରିବାର ପକ୍ଷରୁ ଚିଲଗୁଡ଼ା ପାଣ୍ଡି ରେ ଏକ ନିଖୋଜ ମାମଲା ଦାୟାର କରିଥିଲେ । ଜୁନାଗଡ଼ ଅଗ୍ନିଶମ ବିଭାଗ ଆସି ଖୋଜି ଥିଲେ ମଧ୍ୟ ପାଇନଥିଲେ । କଲମପୁର ଅଗ୍ନିଶମ ବିଭାଗ ଓ ଚିଲଗୁଡା ପୋଲିସ ସହାୟତାରେ ଶବ ଉଦ୍ଧାର କରି ଜୁନାଗଡ଼ ହସ୍ପିଟାଲ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଙ୍କୁ ଶବ ହସ୍ତାନ୍ତର କରିଥିଲେ ।ପରିବାର ପକ୍ଷରୁ ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

୩ଏକର ଜମିର ଧାନ ପୋଡି ନଷ୍ଟ: ସରକାରୀ ସହୟତା ଅପେକ୍ଷାରେ ଚାଷୀ

Sunil Chandra Nayak

ଦିବଂଗତ ବାନମ୍ୱର ଜେନା ଙ୍କୁ ଝୁରିଛି କୋରୋ ଗାଁ ମାଟି ଓ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ 

Sunil Chandra Nayak

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

masiha

Leave a Comment

error: Content is protected !!